ପର୍ଯ୍ୟଟନ କ।ର୍ଯ୍ୟକ୍ରମ ପ୍ରଶିଦ୍ଧ ଶକ୍ତିପୀଠ ମା ଉଗ୍ରତାରା ମନ୍ଦିର ଓ ମଙ୍ଗଳାଯୋଡ଼ି ନିକଟସ୍ଥ ଚିଲିକା ପକ୍ଷୀ ଦର୍ଶନ
ଭୀମେଶ୍ୱର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ, ଭୀମଟାଙ୍ଗି, ଭୂବନେଶ୍ୱର ତରଫରୁ ତା ୧୬/୦୨/୨୦୨୫ ରିଖ ରବିବାର ଦିନ,ସଂଘର ସାଧାରଣ ସମ୍ପାଦକ କାମଦେବ ରଣସିଂହଙ୍କ ନେତୃତ୍ଵରେ ପର୍ଯ୍ୟଟନ ସ୍ଥଳ...