ପାଟଣାଗଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ନିଆଁ ରେ ଜାଳିଦେବା ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ତୀବ୍ର ପ୍ରତିବାଦ
ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ ଦୁର୍ବୁତ୍ତ, ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିବା ଏକ ଷଡଯନ୍ତ୍ର, ଏହା ଅକ୍ଷମଣୀୟ ଅପରାଧ'..ଯାହା ୨୪ ବର୍ଷରେ ହୋଇ ନ ଥିଲା ତାହା ଏବେ...
