April 25, 2026

Month: April 2026

ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ କନକ୍ଳେଭ -୨୦୨୬ ଆୟୋଜିତ

ସୋନପୁର ସ୍ଥିତ ମହାନଦୀ ଧାରା ପୂର୍ଣ୍ଣାଙ୍ଗ ଆବାସିକ ଶିକ୍ଷାନୁଷ୍ଠାନ ଜଳବାୟୁ ପରିବର୍ତ୍ତନ ଉପରେ ଏକ କନକ୍ଳେଭ ଆୟୋଜନ କରିଛି।ଏହି ଆୟୋଜନ ରେ ବିଭିନ୍ନ ବୌଦ୍ଧିକ ମଣ୍ଡଳରୁ ଅନେକ...

ଓବିସି ଜାତି ଜନଗଣନା ଦାବିରେ ଶୋଭାଯାତ୍ରା ଓ ଧାରଣା

ସୁବର୍ଣ୍ଣପୁର: ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇଥିବା ସତ୍ତ୍ୱେ ଏଠାରେ ବିଭିନ୍ନ ଜାତି ଓ ବର୍ଗର ଲୋକ ବସବାସ କରୁଛନ୍ତି। ସମାଜର ସମସ୍ତ ବର୍ଗର ଲୋକଙ୍କ ସଠିକ୍...

ବିଶ୍ୱ ପୃଥିବୀ ଦିବସ ଅବସରରେ ମଞ୍ଜି ସଂଗ୍ରହ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଅନ୍ତର୍ଗତ ଅର୍ଜୁନପୁର ରିଜର୍ଭ ଜଙ୍ଗଲ ରୁ ବିଭିନ୍ନ ପ୍ରକାରର ଗଛର ମଞ୍ଜି ସଂଗ୍ରହ କରିଛନ୍ତି ପ୍ରକୃତି ପ୍ରେମୀ ଶିକ୍ଷକ ବିକ୍ରମ କୁମାର...

ଜନଗଣନା କର୍ମଚାରିଙ୍କୁ ମରଣାତ୍ମକ ଆକ୍ରମଣ

ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁରହିଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା କର୍ମଚାରିଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରି ଆହତ...

୨୩ ତମ ଜାତୀୟ ନାଟ୍ୟ ମହୋତ୍ସବ କାନଫେଷ୍ଟ 2026 ଉଦଘାଟିତ

ପାରାଦୀପର ଅଗ୍ରଣୀ ଅନୁଷ୍ଠାନ କାନମାସ ତରଫରୁ ଆୟୋଜିତ 23ତମ ଜାତୀୟ ନାଟ୍ୟ ମହୋତ୍ସବ କାନଫେଷ୍ଟ 2026 ସ୍ଥାନୀୟ ଜୟଦେବ ସଦନ ଠାରେ 21 ତାରିଖ ଦିନ ଉଦ୍ଘାଟିତ...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ନୟାଗଡ଼ରେ ୨୨ ଯୋଡି ବର କନ୍ୟାଙ୍କ ବିବାହ ସମ୍ପନ୍ନ ।

ନୟାଗଡ଼ ନୟାଗଡ଼ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୨ ଯୋଡି ବର କନ୍ୟାଙ୍କର ବିବାହ ବୈଦିକ ଓ ସରକାରୀ ରେଜିଷ୍ଟ୍ରି ବିବାହ ପ୍ରକାରେ ସମ୍ପନ୍ନ...

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପିର କୁମ୍ଭୀର କାନ୍ଦଣା

ନୟାଗଡ: ନୟାଗଡ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେପି । ବିଜେପି କଂଗ୍ରେସ ବିରୁଦ୍ଧରେ ମହିଳା ବିଲକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛି ।...

ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (OAVS ) ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ।

ନୟାଗଡ଼ : ନୟାଗଡ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS) ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସ୍ମିତା ରାଉତ (IAS) ୧୬.୪.୨୦୨୬ ରୁ ୧୭.୪.୨୦୨୬ ପର୍ଯ୍ୟନ୍ତ...

ନୟାଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଅପାରଗ ଏସପିଙ୍କୁ ତ୍ୱରିତ ବଦଳି କରାଯାଉ

 ଖଣ୍ଡପଡା ଏସଡ଼ିପିଓଙ୍କୁ ନିଲମ୍ବନ ସହିତ ଗିରଫ କରାଯାଉ ନଚେତ କଂଗ୍ରେସ କରିବ ମହିଳା ଆନ୍ଦୋଳନ l ନୟାଗଡ଼: ) ନୟାଗଡ ଜିଲ୍ଲା ଏସପି ଏସ ସୁଶ୍ରୀଙ୍କ ଅପାରଗତା...

ବାଲାଜୀ ସ୍ୱାମୀଙ୍କ ବିବାହ କଲ୍ଯାଣ ଉତ୍ସବ ପାଳନ ।*

ଛତ୍ରପୁର, ତା.୨୨ / ୪ (ମୁନା ବେହେରା) ଛତ୍ରପୁର ପୌରପାଳିକା ଅଞ୍ଚଳର ତାଡେପଲ୍ଲୀ ସାହିରେ ଅବସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ପାର୍ଶ୍ୱ...