August 25, 2026

Month: August 2026

କଣ୍ଟାମାଳ ବ୍ଲକ୍ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ l

ସୁବର୍ଣ୍ଣପୁର --ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଭା ଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନାଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି...

ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦେଲେ ଜିଲ୍ଲାପାଳ l

ସୁବର୍ଣ୍ଣପୁର ---ଭାରତ ବିକାଶ ପରିଷଦ ସୋନପୁର ଶାଖାର ପର୍ଯ୍ୟାବରଣ ପ୍ରମୁଖ ଅରବିନ୍ଦ ସାହୁଙ୍କ ନେତୃତ୍ୱରେ ଓ ଓଡିଶା ପଶ୍ଚିମ ପ୍ରାନ୍ତ ମହାସଚିବ ଶ୍ରୀ ଦୁର୍ଯ୍ୟୋଧନ ସାହୁଙ୍କ ମାର୍ଗ...

ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ

ଭୁବନେଶ୍ୱର:  ଇତିହାସକାର ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁ କେବଳ ପାରଳାର ବରପୁତ୍ର ନୁହଁ, ବରଂ ସମଗ୍ର ଓଡ଼ିଶାର ସେ ଥିଲେ ପରଶମଣି । ଓଡ଼ିଶାର ଇତିହାସକୁ ଉଦ୍ଧାର...

ଆଜି ମୃତ୍ୟୁ ସମସ୍ତଙ୍କ ସାମ୍ନାରେ, ସଂଗ୍ରାମ ବ୍ୟତୀତ ଅନ୍ୟପନ୍ଥା କିଛି ନାହିଁ : ଭକ୍ତ

    ଭୁବନେଶ୍ୱର ; ପୂର୍ବତନ ଯୁବ କଂଗ୍ରେସ ସଭାପତି ସ୍ବର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ ଆୟୋଜିତ ହୋଇଥିଲା...

ହନୁମାନ ବାଟିକା ପ୍ରକଳ୍ପ ପୁନଃବିକାଶ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର:କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ ସହିତ ଏହାକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ରୂପାନ୍ତରିତ କରିବା...

ଯୋଡ଼ା ବ୍ଲକରେ ଦ୍ୱାଦଶ ପଞ୍ଚାୟତ ସମିତି ବୈଠକ

ଜଳଯୋଗାଣ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ ସମସ୍ୟା ଉପରେ ଗୁରୁତ୍ୱଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସ୍ୱାଭାଗୃହରେ ବୁଧବାର ଦ୍ୱାଦଶ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି।...

ଅଷ୍ଟଶମ୍ଭୁ ପୀଠଗୁଡ଼ିକରେ ପବିତ୍ର ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ

ବ୍ରହ୍ମପୁର, : (ନରସିଂହ ଡାକୁଆ)ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ଜିଲ୍ଲାର ଐତିହାସିକ ମହୁରୀଗଡ଼ ଅଷ୍ଟଶମ୍ଭୁ ପୀଠଗୁଡ଼ିକରେ ପବିତ୍ର ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ...

ଏସ ଆଇ ଆର ୩୦୨୬ ସମ୍ପର୍କିତ ଦାବି ଓ ଆପତ୍ତି ପ୍ରକ୍ରିୟାର ସମୀକ୍ଷା ବୈଠକ

 । ନୟାଗଡ଼( ଇପିଏ ) ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏସ ଆଇ ଆର ୨୦୨୬ ସମ୍ପର୍କିତ ଦାବି ଓ...

ଅବକାରୀ ବିଭାଗ କନ୍‌ଷ୍ଟେବଳଙ୍କ ୪୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

    ଭୁବନେଶ୍ୱର:ବେଆଇନ ନିଶା ଓ ମାଦକ ଦ୍ରବ୍ୟ ଯୋଗୁଁ ଅନେକ ଧନଜୀବନ ହାନି ଘଟୁଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର...

ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ବିରଜା ଶଙ୍କର ମିଶ୍ର

ଭୁବନେଶ୍ୱର: ଶ୍ରୀ ବିରଜା ଶଙ୍କର ମିଶ୍ର ଆଜି ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ତୋଷାଳି ଭବନସ୍ଥିତ ମାନବାଧିକାର ଆୟୋଗଙ୍କ...