October 22, 2024
Home » ଗାନ୍ଧି ଜୟନ୍ତୀ ଅବସରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂତିର୍ରେ ଗଭୀର ଶ୍ରଦ୍ଧାଞ୍ଜଳି ଅପର୍ଣ

ଗାନ୍ଧି ଜୟନ୍ତୀ ଅବସରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂତିର୍ରେ ଗଭୀର ଶ୍ରଦ୍ଧାଞ୍ଜଳି ଅପର୍ଣ

0

ପବିତ୍ର ଗାନ୍ଧି ଜୟନ୍ତୀ ଅବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂତିର୍ରେ ଗଭୀର ଶ୍ରଦ୍ଧାଞ୍ଜଳି ଅପର୍ଣ କରୁଛନ୍ତି।

ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀଗଣ ସେଠୋର ଉପସ୍ଥିତ ରହି ଗାନ୍ଧିଜୀଙ୍କ ପ୍ରତିମୂତିର୍ରେ ଭକ୍ତିପୂତ ଭାବରେ ପୁଷ୍ପମାଲ୍ୟ ଅପର୍ଣ କରିଥିଲେ l

Leave a Reply

Your email address will not be published. Required fields are marked *