ଗାନ୍ଧି ଜୟନ୍ତୀ ଅବସରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂତିର୍ରେ ଗଭୀର ଶ୍ରଦ୍ଧାଞ୍ଜଳି ଅପର୍ଣ
![](https://epaodisha.com/wp-content/uploads/2024/10/WhatsApp-Image-2024-10-02-at-3.04.39-PM-1-1024x939.jpeg)
ପବିତ୍ର ଗାନ୍ଧି ଜୟନ୍ତୀ ଅବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂତିର୍ରେ ଗଭୀର ଶ୍ରଦ୍ଧାଞ୍ଜଳି ଅପର୍ଣ କରୁଛନ୍ତି।
ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀଗଣ ସେଠୋର ଉପସ୍ଥିତ ରହି ଗାନ୍ଧିଜୀଙ୍କ ପ୍ରତିମୂତିର୍ରେ ଭକ୍ତିପୂତ ଭାବରେ ପୁଷ୍ପମାଲ୍ୟ ଅପର୍ଣ କରିଥିଲେ l