ଗୁରୁକୁଳ ଇଣ୍ଟରନେସନଲ ପବ୍ଲିକ ସ୍କୁଲରେ ଯୋଗ ଉତ୍ସବ
ବ୍ରହ୍ମପୁର,: ମହାନ୍ ସଂଘ ତରଫରୁ ସ୍ଥାନୀୟ ଗୁରୁକୁଳ ଇଣ୍ଟରନେସନଲ ପବ୍ଲିକ ସ୍କୁଲ ଠାରେ ସକାଳ ୭ ଘଟିକାରେ ଏହି ବିଶାଳ ଯୋଗ ଉତ୍ସବ ଅନୁଷ୍ଟିତ ହୋଇଯାଇଛି। ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପ୍ରେସ କ୍ଲବ ସଭାପତି ଅଶୋକ ବ୍ରହ୍ମା, ବିଶ୍ୱନାଥ ପଟ୍ଟନାୟକ , ଡ, ସମେରନ୍ଦ୍ର ସାହୁ, ସୁଦୀପ ସାହୁ , ସାଂସଦ ଙ୍କ ପ୍ରତିନିଧି ,ବାଳକୃଷ୍ଣ ସାମନ୍ତରା ପ୍ରମୁଖ ଯୋଦେଇଥିଲେ ।

ବଯୋଗ ଆଚାର୍ଯ୍ୟ ପି ରାମା ରାଓ ପାତ୍ର, ଗୋପାଳ ସାହୁ, କେଦାରନାଥ ପଣ୍ଡା, ଶ୍ଯୋତି ପ୍ରସାଦ ସାହୁ, ଶୁଭେନ୍ଦୁ ଦାସ ପ୍ରମୁଖ ଯୋଗ ତାଲିମ ଦେଇଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଭାପତି ସାବତ ପୁରଷ୍କୃତ କରିଥିଲେ। ସାଧାରଣ ସମ୍ପାଦକ , ପ୍ରସାନ୍ତ ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ଅଧକ୍ଷ। ଶ୍ରୀମତୀ ମଧୁଛନ୍ଦା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ କୁ ପୁଷ୍ପାଞ୍ଜଳି ମହାପାତ୍ର, ଅଲେଖ ଦାସ,ତପନ ପଣ୍ଡା, ସାଧନା ପାଢ଼ୀ,ଆଦିତ୍ୟ ରଥ,ମନୋରଞ୍ଜନ ପାଢ଼ୀ, ସସ୍ମିତା ମିଶ୍ର, ପ୍ରକାଶ ଵଜନି, ସବିତା ସାହୁକାର, ଉମାଶଙ୍କର ପାଣି, ଇ ଭଗବାନ ବେହେରା ଶ୍ରୀ ସଞ୍ଜୟ ମାଝୀ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ବହୁ ବୁଦ୍ଧିଜୀବୀ, ଗଣ ମାଧ୍ୟମ ବ୍ୟକ୍ତିତ୍ଵ ସମେତ ୧000 ରୁ ଉର୍ଦ୍ଧ୍ୱ ଛାତ୍ର ,ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
brahmpur epa ru narasingh dakua nka report
