May 13, 2025
WhatsApp Image 2024-10-06 at 5.18.44 AM

ତିର୍ତୋଲ ବ୍ଲକରେ ଗେରୁଆ ବସ ଅବହେଳିତ,

ତିର୍ତୋଲ : ପୂର୍ବତନ ବିଜେଡି ସରକାର ପାଞ୍ଚ ଟଙ୍କିଆ ଲଷ୍ମୀ ବସ ସେବା ଆରମ୍ଭ କରି, ବ୍ଲକ ରୁ ପଂଚାୟତ କୁ ଯିବା ଆସିବା କରିବା ପାଇଁ ପଥ ସୁଗମ କରିଥିବା ବେଳେ 2024ନିର୍ବାଚନ ରେ ହାରି ଆତ୍ମ ସମୀକ୍ଷା କରୁଛି, ମୋହନ ସରକାର ଆସିବା ପରେ କିଛି ବସ କୁ ଗେରୁଆ ରଂଗ କରି  ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ କରି ପ୍ରତି ବ୍ଲକ କୁ ଏହି ଗେରୁଆ ବସ ପଠା ଯାଇ ଥିଲା,

ହେଲେ ବିଜେଡି ସାମର୍ଥିତ ବା ବିଜେଡି ଏଜେଣ୍ଟ ବୋଲାଉ ଥିବା ବିଡ଼ିଓ ମାନେ ଗେରୁଆ ରଙ୍ଗ ବସ କୁ ଅକାମୀ କରି ବ୍ଲକ ପରିସରରେ ଅବହେଳିତ କରି ରଖି ଥିବା ଦେଖା ଯାଇଛି ଲଖ୍ୟ ଲଖ୍ୟ ଟଙ୍କା ର ବସ ଟି ଖତ ଖାଉଛି, ଏଭଳି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତୋଲ ବ୍ଲକ ଚିଡିପିଓ କାର୍ଯ୍ୟାଳୟ ନିକଟରେ l , ଅପର ପାଖେ ଲଷ୍ମୀ ବସ ଗୁଡିକ ନିରବ ଛିର୍ଣ ସେବା ଯୋଗାଉ ଛନ୍ତି, ଏଠି ପ୍ରଶ୍ନ ଆସୁଛି ଲଷ୍ମୀ ବସ ଗୁଡ଼ିକ ରାସ୍ତାରେ ଦୌଡୁ ଥିବା ବେଳେ ଗେରୁଆ ମୁଖ୍ୟମନ୍ତ୍ରୀ ବସ ଅକାମୀ କରାଯବା ପଛରେ ରହସ୍ୟ କଣ ରହିଛି, ମାନ୍ୟବର ବିଜେପି ସରକାର ଦୃଷ୍ଟି ଦେବା ଉଚିତି, ଯଦି ଲଷ୍ମୀ ବସ ଦୌଡୁଛି ତେବେ ମୁଖ୍ୟମନ୍ତ୍ରୀ ତିର୍ତୋଲ ବ୍ଲକ ପରିସରରେ ଖତ ହେଉଛି କାହିଁକି?

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *