ଟିକାବାଲି ବ୍ଲକ ରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବି ଡି ଓ ଙ୍କ ଗୁରୁତ୍ବ

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ସାଂସଦ କ୍ଷେତ୍ର ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ ଟିକାବାଲି ପଞ୍ଚାୟତ ରେ ୭ ନ ଓଡ ର ନୂଆସାହି, ମାଷ୍ଟର ପଡା,କଦାରସାହି ର ମା ମାନେ ନୂଆସାହି ସାମ୍ନା ରେ ହାଣ୍ଡି ଢେକଚି ରଖି ରାଜରାସ୍ତାକୁ ଓହ୍ଲାଇଲା ଥିଲେ, ଘଟଣା ସ୍ଥଳରେ ସାଙ୍ଗେ ସାଙ୍ଗେ ଟିକାବାଲି ବ୍ଲକ ନୂତନ ବି ଡି ଓ ଶ୍ରୀ ନାରାୟଣ ଦୀକ୍ଷିତ ଓ ଟିକାବାଲି ଓ ଚକାପାଦ ବ୍ଲକ ଦାୟିତ୍ୱ ରେ ଥିବା ଆର ଡବ୍ଲୁ ଏସ ଏସ କନିଷ୍ଠ ଯନ୍ତ୍ରୀ ଶ୍ରୀ ଅଶିତ ନନ୍ଦନ ସୁନ୍ଦରରାୟ ଉପସ୍ଥିତ ରେ ବି ଡି ଓ ଶ୍ରୀ ଦୀକ୍ଷିତ କନିଷ୍ଠ ଯନ୍ତ୍ରୀ ଶ୍ରୀ ସୁନ୍ଦରାୟ ଙ୍କୁ ତାଗିତ କରିବା ସହ ତୁରନ୍ତ ପାଣିଟେଙ୍କ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା।
ସ୍ଥାନୀୟ ଜନସାଧାରଣ ଙ୍କ ଅଭିଯୋଗ ପ୍ରକାରେ ନୂଆସାହି ଓ ମାଷ୍ଟର ପଡା ଠାରେ ପାଇପ ଲାଇନ ଖୋଳାଯାଇଥିବା ବେଳେ କାର୍ଯ୍ୟ ଚାଲିଛି ନାଁ ନାହିଁ ସେନେଇ ବି ଡି ଓ ଟିକାବାଲି ବ୍ଲକ ଶ୍ରୀ ନାରାୟଣ ଦୀକ୍ଷିତ ଓ ଆର ଡବ୍ଲୁ ଏସ ଏସ କନିଷ୍ଠ ଯନ୍ତ୍ରୀ ଶ୍ରୀ ସୁନ୍ଦରାୟ ସମୟ ପ୍ରାୟ ୬.୩୦ ରୁ ଉର୍ଦ୍ଧ୍ୱ ହେବ କାମ ଦେଖିବା ପାଇଁ ଆସିଥିଲେ, ଟିକାବାଲି ବ୍ଲକ ରେ ପ୍ରଥମ ବି ଡି ଓ ଶ୍ରୀ ଦୀକ୍ଷିତ କାର୍ଯ୍ୟ ତଦନ୍ତ ପାଇଁ ନିଜେ ଦେଖୁଥିବା ଫୋଟ , ମହିଳା ମାନେ ଅଭିଯୋଗ କରୁଛନ୍ତି ଯେ ମଝିରେ କେହି ଦୃରବୃତ ଜଙ୍ଗସନବସ୍ସ୍କ ଲଗାଇ ମଟର ଯୋଗେ ପାଣି ନେଲେ ଆମେ ପାଣି ପାଇବୁ ନାହିଁ ଏବଂ ଚୋରା ପାଇପ ଲାଇନ୍ ଧରପଗଡ ପାଇଁ ସାଧାରଣ ରେ ଦୃଢ଼ ଅଭିଯୋଗ କରୁଥିଲେ ଏଥି ପ୍ରତି ନିଶ୍ଚୟ ଭାବେ ଓଡ଼ିଶା ର ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଦୃନୀତି ହଟିବ କହିଥିଲେ, ନିର୍ବାଚନ ପ୍ରତିଶୃତି ଦେଇ ଆଠ ମାସରେ ଧିରେ ଧିରେ ପୂରଣ ପାଇଁ କାର୍ଯ୍ୟ ଚାଲିଛି,ସେହି ପରି ଟିକାବାଲି ବ୍ଲକ ବି ଡି ଓ ଶ୍ରୀ ନାରାୟଣ ଦୀକ୍ଷିତ ମଧ୍ୟ ମାତ୍ର ତିନି ମାସରେ ପ୍ରଥମେ ଅତିଆବସ୍ୟକ ପାନୀୟ ଜଳର ସମସ୍ୟା ଦିଗରେ ଦୃଷ୍ଟି ଦେଇଥିବା ଫୋଟ ଚିତ୍ର ଇ ପି ଏ -କନ୍ଧମାଳ ଜିଲ୍ଲା ପ୍ରତିନିଧି ଙ୍କ ଟିକାବାଲି ପଞ୍ଚାୟତ ରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବି ଡି ଓ, ଯନ୍ତ୍ରୀ ସ୍ଥାନୀୟ ବାସିନ୍ଦା ସାମ୍ବାଦିକ ଶ୍ରୀ ମୋନଜ ପାତ୍ର, ପ୍ରମୋଦ ପାଣିଗ୍ରାହୀ,ସମିର ଭୋଇ, ପ୍ରାଣବନ୍ଧୁ ବିଷୋୟୀ, ଉପସ୍ଥିତ ଥିଲେ ଓ ଆଗାମୀ ଦିନରେ ବ୍ଲକ ର ଯେକୋୖଣସି ସ୍ଥାନରେ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ହେଲେ ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦେବାକୁ ବି ଡି ଓ ସହଯୋଗ ରହିବ ।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ