February 10, 2026
Home » ଜିଲ୍ଲା ବିଜେପି ଦଳ ତରଫରୁ ଡା. ଦେବେନ୍ଦ୍ର ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା

ଜିଲ୍ଲା ବିଜେପି ଦଳ ତରଫରୁ ଡା. ଦେବେନ୍ଦ୍ର ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା

0
WhatsApp Image 2025-03-24 at 4.08.05 PM

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ଡା. ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର (କୃଷ୍ଣ ଭାଇ )ପୂର୍ବତନ ସଭାପତି ବିପ୍ର ଚରଣ ମହାନ୍ତି,ମନରଞ୍ଜନ ଦାସ,ବିଧାୟକ ପ୍ରତିନିଧି ଯୁଗଳ ସାହୁ, ଯୁଗଳ ସାମଲ, ବିଜେପି ମହିଳା ସଭାନେତ୍ରୀ ମୀନାରାଣୀ ମିଶ୍ର, ପୂର୍ବତନ ବିରୋଧୀଦଳ ନେତା ସଚ୍ଚିଦାନନ୍ଦ ଦଲାଲ, ମାଗୁଣି ଗାଈଗଉରିଆ ପ୍ରମୁଖ ବିଜେପି ତୁଙ୍ଗ ନେତା ଓ ନେତ୍ରୀ ମାନେ ଯୋଗଦେଇ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *