December 26, 2025
Home » ମାଁ ସଙ୍ଗଳା କ୍ରିକେଟ ଟୃର୍ଣାମେଣ୍ଟ ଵିନିନ୍ଦା ଗ୍ରାମରେ ଅନୁଷ୍ଠିତ

ମାଁ ସଙ୍ଗଳା କ୍ରିକେଟ ଟୃର୍ଣାମେଣ୍ଟ ଵିନିନ୍ଦା ଗ୍ରାମରେ ଅନୁଷ୍ଠିତ

0
WhatsApp Image 2025-04-02 at 5.26.45 PM

ରାମନାଗୁଡା ବ୍ଳକ ଅନ୍ତର୍ଗତ ପାରିଖିତି ଗ୍ରାମ ପଞ୍ଚାୟତ ର ଵିନିନ୍ଦା ଗ୍ରାମ ଠାରେ ମାଁ ମଙ୍ଗଳା କ୍ରିକେଟ ଟୃର୍ଣାମେଣ୍ଟ ଉଦଘାଟନ ସମାରୋହ ଅନୁଷ୍ଠିତ ହେଇଥିଲା। ମୁଖ୍ୟ ଅତିଥି ଭାବେ ସୁଣ୍ଢିଢାମୁଣୀ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ କମଳ ଲୋଚନ ମୁଟିକା,ଗୁଲୁଣ୍ଠି ଗ୍ରାମ ପଞ୍ଚାୟତ ର ପୁର୍ବତନ ସମିତି ସଭ୍ୟ ପ୍ରଶାନ୍ତ ଗୈାଡ, ସମାଜସେବୀ ସଞ୍ଜୟ କୁମାର ପ୍ରଧାନ, ପାରିଖିତି ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁର୍ଯ୍ୟରାଓ କୁମ୍ଭିରିକା , ସମାଜସେବୀ ମକରଧ୍ବଜ ଧୋବା,ସମାଜସେବୀ ହୃଷିକେଶ ପାତ୍ର,ସମ୍ବାଦିକ ଧବଳେଶ୍ଵର ପାତ୍ରି, ସମାଜସେବୀ ଟୁକୁଲୁ ବେହେରା ଯୋଗଦେଇଥିଲେ। ଏବଂ ଉଦଘାଟିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ ଝିଞ୍ଜିରିବାଡି ଓ ମିନାଝୋଲା ବି ଟିମ୍ ମଧ୍ୟରେ ଖେଳ ହୋଇଥିଲା।

ଏବଂ ସେହି ଗ୍ରାମର ସମସ୍ତ ବ୍ୟକ୍ତି ବୃନ୍ଦ ଓ ଯୁବକମାନେ ଉପସ୍ଥିତ ଥିଲେ। ମୋଟ ୩୦ଟିମ୍ ମଧ୍ୟରୁ ଯେଉଁ ଦୂଇ ଟିମ୍ ଶେଷରେ ଫାଇନାଲ ମ୍ୟାଚ ୨୦/୪/୨୦୨୫ ତାରିଖରେ ଖେଳିବେ। ବହୁତ ଉସ୍ଚାହର ସହ ଟୁର୍ଣ୍ଣାମେଣ୍ଟର ଆରମ୍ଭ କରାଗଲା।ସୁଣ୍ଢିଢାମୁଣି ସମିତି ସଭ୍ୟ,ପାରିଖିତି ସରପଞ୍ଚ ଖେଳ ବିଷୟରେ ଉଦବୋଧନ ଦେଇଥିଲେ।

ରାମନାଗୁଡ଼ା ରୁ ଇପିଏ ରୁ ନରସିଂହ ପରିଛା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *