November 12, 2025
Home » ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟନ

ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟନ

0
1001284471


ଭୁବନେଶ୍ୱର : ୧୭ ଏପ୍ରିଲ ୨୦୨୫ରେ, ପୁରୀ ବାଇ ପାସ୍ ରୋଡ୍, ଭୁବନେଶ୍ୱର (ଶିରିଡି ସାଇ ମନ୍ଦିର ଛକ ନିକଟ) ଠାରେ ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟନ ହୋଇଛି । ଏହା ରାଜଧାନୀ ଭୁବନେଶ୍ୱରରେ ତୃପ୍ତି କିଆର ଦ୍ୱିତୀୟ ଆଉଟଲେଟ୍ ଯାହା ମୁଖ୍ୟତଃ ପୁରୁଣା ଭୁବନେଶ୍ୱର ଏବଂ ପୁରୀର ଗ୍ରାହକମାନଙ୍କୁ ସେବା ଯୋଗାଇବ। କିଆ ଇଣ୍ଡିଆର ବରିଷ୍ଠ ପରାମର୍ଶଦାତା ଶ୍ରୀଯୁକ୍ତ କ୍ୟୁଙ୍ଗ ମିନ୍ କିମ୍ ଏବଂ ଶ୍ରୀଯୁକ୍ତ ସୁପ୍ରୀଥ୍ ଆର. (ଆରଜିଏମ) ଏହାର ଉଦ୍ଘାଟନ କରିଛନ୍ତି।ଏହା ସହିତ ଏଏସ୍ଏମ ଅଂଶୁମାନ ଦାଶ ଏବଂ ତୃପ୍ତି କିଆ ର ଏମଡି ଶ୍ରୀ ବଦ୍ରି ନାରାୟଣ ସାମନ୍ତରାୟ ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ ।

” ଆନନ୍ଦର ସହିତ ଗ୍ରାହକମାନଙ୍କୁ ସେବା ଯୋଗାଇବା ପାଇଁ ସକ୍ରିୟ ଏବଂ ଉଦଘାଟନ ହୋଇଥିବା ଏହି ନୂତନ ଆଉଟଲେଟ୍ ସର୍ବାଧିକ ବଜାର ଅଂଶ ହାସଲ କରିବା ପାଇଁ ଏକ ଭଲ ସଂଖ୍ୟା ଯୋଡ଼ିବ ବୋଲି ମହାପ୍ରବନ୍ଧକ ଶ୍ରୀଯୁକ୍ତ ଗୋପାଳ ସିଂହ କହିଛନ୍ତି।”

Leave a Reply

Your email address will not be published. Required fields are marked *