December 19, 2025
Home » ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ସହିତ ପ୍ରେମ ସମ୍ପର୍କରେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଛଅ ମାସର ଗର୍ଭବତୀ

ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ସହିତ ପ୍ରେମ ସମ୍ପର୍କରେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଛଅ ମାସର ଗର୍ଭବତୀ

0
WhatsApp Image 2025-04-21 at 4.49.24 PM

ଶିଶୁ ମଙ୍ଗଳ କମିଟିର ତଦନ୍ତ ଜାରି

ରାୟଗଡ ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଷଷ୍ଠ ଶ୍ରେଣୀରେ ପଢୁଥିବା ୧୪ ବର୍ଷୀୟ ଝିଅ ଦେବଗିରି କଲେଜରେ ଦ୍ୱାଦଶ ଶ୍ରେଣୀରେ ପଢୁଥିଵା ୧୭ ବର୍ଷର ନାବାଳକ ସହ ପ୍ରେମରେ ପଡ଼ିବା ପରେ ଛଅମାସର ଗର୍ଭବତୀ ହୋଇଛନ୍ତି ଝିଅ ଜଣକ । ଏ ବିଷୟରେ ଜାଣି ଆଶାକର୍ମୀଏବଂ ଅଙ୍ଗନୱାଡି କର୍ମୀଙ୍କ ଦ୍ୱରା ମହିଳା ଓ ଶିଶୁ କଲ୍ୟାଣ ବିଭାଗ କର୍ମଚାରୀ ଗର୍ଭବତୀ ନାବାଳିକାକୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଛି। ଉକ୍ତ ଘଟଣାରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ବିଦୁଲତା ହୁଇକା ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *