ସାଂସଦ ଓ ବିଧାୟକ ଙ୍କ ଦ୍ଵାରା ମନ୍ଦିର ଓ କଲ୍ୟାଣ ମଣ୍ଡପ ର ଭିତ୍ତପ୍ରସ୍ତର ସ୍ଥାପନ !

ଚିକଲଖଣ୍ଡି ପଂଚାୟତ ଅନ୍ତର୍ଗତ ଶାନ୍ତି ନଗର ଠାରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଓ ଛତ୍ରପୁର ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଦ୍ଵାରା ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଭିତ୍ତି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ଏହି କାର୍ଯ୍ୟକ୍ରମ ରେ, ରାଜ ଯୋଗିନୀ ବିଜୟ ଲକ୍ଷ୍ମୀ,ଚିକଲଖଣ୍ଡି ସରପଞ୍ଚ ଶ୍ରୀ ଭଗବାନ ବେହେରା, ସମାଜ ସେବୀ ଏ ନାରାୟଣ ରାଓ,ବି ଯେ ପି ମଣ୍ଡଳ ସଭାପତି ଶ୍ରୀ ସଂଜିତ ରାଉଳ, ସମାଜସେବି ଶ୍ରୀ ବନୋଜ ନାହାକ, ଶ୍ରମିକ ନେତା ଏନ୍ ଦୁର୍ୟୋଧନ ରେଡ୍ଡୀ, ସମାଜ ସେବି ଶ୍ରୀ ସନ୍ତୋଷ ସେଠି, ସମାଜସେବୀ ବି ଶଙ୍କର ରେଡ୍ଡୀ ଓ କମିଟି ର ସଭାପତି ଶ୍ରୀ ଜୟଦେବ ଲେଙ୍କା ଓ ସୀମା ଞ୍ଚ ଳ ପୁରୋହିତ,ସ୍ଥାନୀୟ ବାସିନ୍ଦା ଙ୍କ ସହ ବହୁ ସଂଖ୍ୟା ରେ ଏହି ଭୂତି ପୂଜନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।।