July 27, 2025
Home » ଓଡ଼ିଶା ସରକାର ଙ୍କ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦିନିକିଆ ଦେଓଗଡ଼ ଗସ୍ତ।

ଓଡ଼ିଶା ସରକାର ଙ୍କ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦିନିକିଆ ଦେଓଗଡ଼ ଗସ୍ତ।

0
WhatsApp Image 2025-05-28 at 3.42.51 PM

ଆଜି ତା ୨୮/୦୫/୨୦୨୫ ଦିନ ବିଭିନ୍ୟ ବିଭାଗ ସରକାରୀ ସମୀକ୍ଷା ବୈଠକ ଦେଓଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅନୁଷ୍ଟିତ। ଶ୍ରୀଯୁକ୍ତ ସୁରେଶ ପୂଜାରୀ ମାନ୍ୟବର ରାଜସ୍ବ ମନ୍ତ୍ରୀ ଓଡିଶା ଦିନିକିଆ ଦେବଗଡ଼ ଗ୍ରସ୍ତ ରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ସକାଳ ୮ଘଟିକା ସମୟରେ ଦେବଗଡ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା, ନେତୃ ମଣ୍ଡଳୀ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l


ଜିଲ୍ଲା ପ୍ରଶାସନ ସମୀକ୍ଷା, ହାଇଟେକ ସମୀକ୍ଷା, ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତା ଙ୍କ ସହିତ ମତ ବିନିମୟ ଓ ସାଧାରଣ ଜନତା ଙ୍କ ଆପତ୍ତି ଅଭିଯୋଗ କୁ ଗ୍ରହଣ କରିଥିଲେ। ଦେଓଗଡ ଜିଲ୍ଲା ରେ ରେଭ୍ନିୟୁ ଭିଲେଜ୍ ଦଶ ଟି ଗାଁ ହେବାକୁ ଥିବା ଗାଁ ଗୁଡିକ ଖିବ ଶୀଘ୍ର ବିଚାର କୁ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୁତି ଦେଇଥିଲେ। ଓ ବିଜେପି କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କ ଯୋଗାଣ କରି ପଦକ୍ଷେପ ଗରିବ ଲୋକ ଙ୍କୁ ଜମି ପ୍ରଦାନ। ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ପାନୀୟ ଜଳ ଯୋଗାଣ,ପ୍ରତି ଘର ଙ୍କୁ ଯୋଗେଇ ଦେବାପାଇଁ ପ୍ରତିଶୁତି। ସରକାର ଙ୍କ ରେଙ୍ଗାଳି ନଦୀ ବନ୍ଧ ସମସ୍ୟା ର ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ପ୍ରତିଶୃତି ଦେଇଥିଲେ |

ସମ୍ପ୍ରତି ମାନ୍ୟବର ରାଜସ୍ବ ମନ୍ତ୍ରୀ ଙ୍କ ଗସ୍ତ ଦ୍ୱାରା ବିଜେପି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବା ସହିତ ସାଧାରଣ ଜନତା ଙ୍କ ସରକାର ମୋହନ ମାଝି ସରକାର ବୋଲି ମତ ପ୍ରକାଶ କରିଥିବା ଦେଖା ଯାଇଥିଲା |

ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।

Leave a Reply

Your email address will not be published. Required fields are marked *