December 21, 2025
Home » ବାଲିଗୁଡା ବାଳିକା ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକଙ୍କ ନାମରେ ସଂଗିନ ଅଭିଯୋଗ

ବାଲିଗୁଡା ବାଳିକା ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକଙ୍କ ନାମରେ ସଂଗିନ ଅଭିଯୋଗ

0
WhatsApp Image 2025-07-13 at 2.07.02 PM

ବାଲିଗୁଡା ବାଳିକା ଉଚ୍ଚ ବିଦ୍ୟାଳୟରେ କାଯ୍ୟରତ ଇଂରାଜୀ ଶିକ୍ଷକ ସୁମନ୍ତ ପରିଛା ନାମରେ ଆସିଛି ସଂଘିନ ଅଭିଯୋଗ ।ଶିକ୍ଷକ ସୁମନ୍ତ ପରିଛା ପ୍ରାୟ ସମୟରେ ଜନସାଧାରଣ ଯିବା ଆସିବା ରାସ୍ତା ଉପରେ ଗାଡି ରଖି ଅବରୋଧ କରିବା ସହିତ ଫୋନରେ ଗପୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ଯଦି କୈଣସି ବ୍ୟକ୍ତି ଗାଡି ଘୁଞ୍ଚାଇବାକୁ କହେ ସାର୍ ତାଙ୍କୁ ଦୁବ୍ୟବହାର କରିବା ସହିତ ବିଭିନ୍ଳ ଭାଷା ପ୍ରୟୋଗ କରି ଗାଳିଗୁଳଜ କରନ୍ତି ।ବାରମ୍ବାର ଏଭଳି ସାର୍ ଙ୍କ ଦୁବ୍ୟବହାର ଦେଖିବାକୁ ମିଳୁଛି ।ଜଣେ ଶିକ୍ଷକଙ୍କ ଏଭଳି ବାଚଳାମି ଲୋକମାନଙ୍କୁ ଆର୍ଶଯ୍ୟ କରିଛି ।ଏଭଳି ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଶିକ୍ଷା ପ୍ରଦାନ କରୁଥିବେ ତାହା ଉପରେ ଉଠିଛି ପ୍ରଶ୍ନ ।କିଛି ଜନସାଧାରଣ ଶିକ୍ଷକ ବୋଧେ ଅଧିକାଂଶ ସମୟରେ ନିଶାଦ୍ରବ୍ୟ ସେବନ କରୁଛନ୍ତି କି ବୋଲି ସଂନ୍ଦେହ ପ୍ରକଟ ହେଉଛି

phulubabni ru promod nayaka nka report

Leave a Reply

Your email address will not be published. Required fields are marked *