ବିଦେଶି ମଦ ଦୋକାନ ବନ୍ଦ ଦାବିରେ ଗ୍ରାମବାସି ଙ୍କ ରାସ୍ତା ରୋକ
ପୋଲସରା : ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ପଞ୍ଚାୟତ ନରସିଂହ ପଲ୍ଲି ଛକ ରେ ମଦପାନ କରି ନିଶା ସକ୍ତ ଅବସ୍ତାରେ ଲୋକଙ୍କ ଘରେପଶି ଟଣା ଓଟରା କରିବା ସହ ଧମକ ,ଜାହାର ସିସିଟିଭି ପୁଟେଜ୍ ହାତରେ ଲାଗିଛି ।

ମଦ ଦୋକାନ ନିକଟରେ ମନ୍ଦିର ,ସ୍କୁଲ ଓ ଜନବସତି ରହିଥିଲେ ମଧ୍ୟ ମଦ ଦୋକାନ କୁ ବନ୍ଦ ଦାବି କରିଵା ମଧ୍ୟ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇନଥିବା ବେଳେ ଆଜି ରାସ୍ତା ରୋକ କରିଛନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗ୍ରାମବାସି।
