March 25, 2026
Home » ଗୋପାଳପୁର ସରସ୍ବତୀ ଶିଶୁମନ୍ଦିର ରେ ପୁରସ୍କାର ବିତରଣ ଉତ୍ସବ

ଗୋପାଳପୁର ସରସ୍ବତୀ ଶିଶୁମନ୍ଦିର ରେ ପୁରସ୍କାର ବିତରଣ ଉତ୍ସବ

0
WhatsApp Image 2026-03-24 at 6.31.41 PM

ଗୋପାଳ ପୁର ପୋଷ୍ଟ ଅଫିସ ନିକଟରେ ଅବସ୍ଥିତ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ର ଚତୁର୍ଥ ଵାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଛି. ମୁଖ୍ୟ ଅତିଥି ଭଵେ ଵ୍ଳକ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ଵେହେରା ଯୋଗଦେଇ ଉଦ୍ଘାଟନ କରି ଥିଲେ.

ମୁଖ୍ୟ ବକ୍ତା ରାଜ୍ୟ ଶିକ୍ଷକ ସଂଘ ମହା ସଚିବ ଜ୍ୟୋତି ରଞ୍ଜନ ଦାଶ, ଵିଶିଷ୍ଟ ଅତିଥି ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ସାହୁ, ସମ୍ମାନୀତ ଅତିଥି ଶରତ କୁମାର ତ୍ରିପାଠୀ ମଞ୍ଚାସିନ ଥିଲେ. ସଭାପତି ଜଳଧର ସାହୁ ସଭାପତିତ୍ୱ କରିଥିଲେ

. ସମ୍ପାଦକ ବାଳକୃଷ୍ଣ ଷଢଙ୍ଗୀ ଵାର୍ଷିକ ଵିବରଣୀ ପାଠ କରିଥିଲେ. କୣର୍ତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଠାରୁ ପୁରସ୍କାର ପ୍ରଦାନ କରାଯାଇଛି. ପ୍ରଧାନ ଆଚାର୍ଯ୍ୟା ଅନୁପମା ଦାଶ ମଞ୍ଚ ପରିଚାଳନା କରିଥିଲେ. ଗୁରୁମା କବିତା ଲିପ୍ସା ସ୍ବାଇଁ. ବିଷ୍ଣୁପ୍ରିୟା ନାୟକ. ନିର୍ଦେଶନା ରେ ସଂସ୍କୃତିକ କାର୍ଯ୍ୟକ୍ରମ, ଡ୍ୟାନ୍ସ ଡ୍ୟାନ୍ସ, କୁନି କୁନି ପିଲା ମାନଙ୍କୁ ନେଇ ପରିବେଷଣ କରାଯାଇଥିଲା. ପ୍ରଭାତ କୁମାର ପ୍ରଧାନ ଓ ପୂଜା ନାୟକ ସହଯୋଗ କରିଥିଲେ.ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଭିଭାବକ ମାନେ ସଂସ୍କୃତିକ କାଯ୍ୟକ୍ରମ କୁ ଉପଭୋଗ କରିଥିଲେ.

 

ରଣପୁର ରୁ ବାଳକୃଷ୍ଣ ଷଢଙ୍ଗୀ ଙ୍କ  ରିପୋର୍ଟ

Leave a Reply

Your email address will not be published. Required fields are marked *