July 12, 2026
Home »  ଜନଗଣନା କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଚାରିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 ଜନଗଣନା କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଚାରିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
WhatsApp Image 2026-07-10 at 11.34.18 AM

 

ବରଗଡ଼: ବରଗଡ଼ ଜିଲ୍ଲାରେ ଜନଗଣନା-୨୦୨୭ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ ପାଇଁ District Census Handbook of Field Functionaries ଉପରେ ଗତ ୦୭ ଜୁଲାଇରୁ ଆୟୋଜିତ ହୋଇଥିବା ଚାରିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ସଫଳତାର ସହ ସମାପ୍ତ ହୋଇଛି।

ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣରେ ଉପ ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀମତୀ ସୁମତୀ ପଣ୍ଡା, ସହକାରୀ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମଣ କୁମାର ମୁଖୀ ଏବଂ ବୈଷୟିକ କର୍ମଚାରୀ ଶ୍ରୀ ଅଶୁତୋଷ କୁମାର ସିଂହ ପ୍ରଶିକ୍ଷକ ଭାବେ ଯୋଗଦେଇ ଜନଗଣନା ହସ୍ତପୁସ୍ତିକା, କ୍ଷେତ୍ର କାର୍ଯ୍ୟ ପ୍ରଣାଳୀ, ଗୃହ ତାଲିକାକରଣ, ତଥ୍ୟ ସଂଗ୍ରହ, ଫର୍ମ ପୂରଣ ପ୍ରକ୍ରିୟା ଏବଂ ଜନଗଣନା ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ ଦିଗ ଉପରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ବିସ୍ତୃତ ପ୍ର…

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *