August 3, 2026
Home » ବିଧବା ମାଆଙ୍କ ଜୀବନ ବିପଦାପନ୍ନ ଚାଳ କୁଡ଼ିଆରେ

ବିଧବା ମାଆଙ୍କ ଜୀବନ ବିପଦାପନ୍ନ ଚାଳ କୁଡ଼ିଆରେ

0
Screenshot 2026-08-02 142634

ପୋଲସରା ( ଇପିଏ ) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଘୋଡାପୋଲଣ ଗ୍ରାମ ବିଧବା ମାଆଙ୍କ ଆଜକୁ ୨୦ ଵର୍ଷ ହେବ ଗୁରୁଵାରି ବିଧବା ମାଆଙ୍କ ବିପଦ ସଙ୍କୁଳ ଘରେ ମାଆଙ୍କ ଜୀବନ ବିତାଉଛନ୍ତି। ଏପଟେ ମାଆଙ୍କ ୭୬ ବୟସରେ ୧୦୦୦ ଟଙ୍କା ଭତ୍ତା ଓ ରାସନ୍ କାର୍ଡ ଚାଉଳ ଶାଶୁ ଗାଁ ପଞ୍ଚାୟତ ଯାଇ ଆଣୁଛନ୍ତି।

 

ଭତ୍ତା ଓ ରାସନ୍ କାର୍ଡ ପଞ୍ଚାୟତର ପରିବର୍ତ୍ତନ ନିମନ୍ତେ ଗୁହାରି କରିବା ପରେ ମାଆ କୁ ନ୍ୟାୟ ଦେବା ପ୍ରଶାସନ ବିଫଳ।କିନ୍ତୁ ମାଆ ଏ ସମସ୍ତ ଦୁଃଖ ପାଇଁ ବିଧବା ମାଆଙ୍କ ନିବେଦନ ପରେ ପ୍ରଶାସନ ବିଫଳ ହୋଇଛି ସରକାରୀ ସହାୟତା ପହଞ୍ଚିବାରେ। ବିଧବା ମାଆଙ୍କ ପାଇଁ ଆବାସ ଯୋଜନା ଦିଗହରା ହୋଇଛି। ମାଆ ନିକଟରେ କେବେ ପହଞ୍ଚିବ ପ୍ରଶାସନ ବୋଲି ଅଞ୍ଚଳର ବୁଦ୍ଧିଜୀବିଙ୍କ ପ୍ରଶ୍ନ କରିଛନ୍ତି।

 

ରିପୋର୍ଟ ହୃଷିକେଶ ନାୟକ

Leave a Reply

Your email address will not be published. Required fields are marked *