October 31, 2026
Home » ପ୍ରଶାସନିକ ତତ୍ପରତା: ବୁରଖାଟ-ମାହେନ୍ଦ୍ରଗିରି ରାସ୍ତାରୁ ହଟିଲା ଭୂସ୍ଖଳନ ଅବଶେଷ; ଯାତାୟାତ ସ୍ୱାଭାବକ

ପ୍ରଶାସନିକ ତତ୍ପରତା: ବୁରଖାଟ-ମାହେନ୍ଦ୍ରଗିରି ରାସ୍ତାରୁ ହଟିଲା ଭୂସ୍ଖଳନ ଅବଶେଷ; ଯାତାୟାତ ସ୍ୱାଭାବକ

0
WhatsApp Image 2026-10-31 at 4.51.12 PM

 

ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପୌରାଣିକ କୀର୍ତ୍ତିରାଜି ପାଇଁ ପ୍ରସିଦ୍ଧ ମାହେନ୍ଦ୍ରଗିରି ପୀଠକୁ ସଂଯୋଗ କରୁଥିବା ବୁରଖାଟ ରାସ୍ତା ପୁଣିଥରେ ଯାନବାହନ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ପଥର ଓ ମାଟି ଖସିପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲେ ହେଁ, ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଦ୍ରୁତ ପଦକ୍ଷେପ ଯୋଗୁଁ ତୁରନ୍ତ ସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଛି।

Leave a Reply

Your email address will not be published. Required fields are marked *