ମହାପ୍ରଭୁଙ୍କ ପଢୁଆଁଭାରଯାତ୍ରା
ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ, ଜଗତସିଂହପୁରର ପ୍ରସ୍ତାବ ଓ ସକ୍ରିୟ ସହଯୋଗରେ 2019ରୁ ଶ୍ରୀମନ୍ଦିରରେ ପଢୁଆଁ ଅଷ୍ଟମୀ ପାଳନ କରାଯାଉଛି |କେଉଁ ସୁଦୂର ଅତୀତରୁ ଏହା ବନ୍ଦହୋଇ ଯାଇଥିଲା |ଏହି କାର୍ଯ୍ୟକ୍ରମକୁ ଜଗତସିଂହପୁରର ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଆକୁଳି ମଲ୍ଲିକ, ସ୍ବର୍ଗତ ଦିବାକାର ମିଶ୍ର, ସ୍ବର୍ଗତ ନିର୍ମଳଦାସ, ବାଳକୃଷ୍ଣ ସ୍ବାଇଁ, ତତକାଳିନ ପ୍ରଧାନ ଶିକ୍ଷକ ଶରତ ବାରିକ, ଅଞ୍ଜନା ପତ୍ରିକାର ସମ୍ପାଦକ ଅରୁଣ କୁମାର ଆଚାର୍ଯ୍ୟ, ବେଣୁଧର ନାୟକ, ସାମ୍ବାଦିକ ସ୍ବର୍ଗତ ଅଜୟ କୁମାର ଜେନା, ଜ୍ୟୋତି ରଞ୍ଜନ ପରିଡା, ମହେଶ୍ୱର ତ୍ରିପାଠୀ, ମିଲନ ଜେନା, ଶୁଭଙ୍କର ଜେନା, ବୀରବର ଦଳାଇ, ରାଧାକାନ୍ତ ମିଶ୍ର, ନୃସିଂହ ଚରଣ ବାରିକ, ଗୌରାଙ୍ଗ ଚରଣ ସ୍ବାଇଁ, ଆଶୁତୋଷ ବେହେରା, ସରୋଜ ଦିବେଦୀ, ମାନସ ସ୍ବାଇଁ, କାହ୍ନୁ ନନ୍ଦ, ନରେଶ ଜେନା, ଦେବ ସିଂହ, ସୁନାଭଉଣୀ ପତ୍ରିକାର ସମ୍ପାଦକ ସ୍ବର୍ଗତ ବିଜୟ ମହାପାତ୍ର, ସାମ୍ବାଦିକ ସ୍ବର୍ଗତ ହାଡିବନ୍ଧୁ ସ୍ବାଇଁ, ଅଧକ୍ଷ ଶ୍ରୀକାନ୍ତ ଶତପଥି, ଅଧ୍ୟାପକ ବାବୁଲି ସ୍ବାଇଁ,, ଅଧ୍ୟାପକ ବ୍ରଜମୋହନ ମହାପାତ୍ର, ଏରସମା, ସ୍ତମ୍ଭକାର ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ବାଲିଘର ପତ୍ରିକା ର ସମ୍ପାଦକ କବି କୈଳାସ ସ୍ବାଇଁ, ଗାୟକ ଶେଖର ଜଗନ୍ନାଥ ବେହେରା,ସମାଜ ସେବିକା ଟିଲୋତ୍ତମା ଦାଶ, ଆଡ଼ଭୋକେଟ ମହେନ୍ଦ୍ର ଦାଶ, ଅନିରୁଦ୍ଧ ସାବତ, ସୁଶୀଲ ଦାଶ, ରାଜଶ୍ରୀ ମହାନ୍ତି, ଆଡ଼ଭୋକେଟ ଗଣେଶ୍ୱର ମାଣିଆ, ସମାଜସେବୀ ଆର୍ତତ୍ରାଣ ପତି, ପ୍ରଦୀପ୍ତ କୁମାର ସ୍ବାଇଁ, ସ୍ବର୍ଗତ ଶଶୀ ପରିଜା, ସ୍ବର୍ଗତ ଭବାନୀ ପରିଜା, ସ୍ବର୍ଗତ ନନ୍ଦ ବାରିକ, ସ୍ବର୍ଗତ ଅଦେଇତ ମୁଦୁଲି, ପରୀକ୍ଷିତ ପଳାଉର, ବାନାଜି ଚରଣ ଜେନା ଓ ଅନ୍ୟମାନଙ୍କ ପ୍ରୟାସ ରେ ଏହି ପ୍ରସ୍ତାବ ଜନ୍ମ ନେଇଥିଲା |ସାମ୍ବାଦିକ ସରୋଜ ନାୟକ ଏହି ପ୍ରସ୍ତାବିତ କାର୍ଯ୍ୟକ୍ରମ କୁ ଓଡିଶାର ଜନମାନସ ରେ ଓ ପୁରୀ, ନିଆଳି ଅଂଚଳ ର ଜନମାନସ ରେ ଗ୍ରହଣୀୟତା ସୃଷ୍ଟି ପାଇଁ ସଂଯୋଜନା କରିଥିଲେ |ପ୍ରଥମ ବର୍ଷ ଉପରୋକ୍ତ ବ୍ୟକ୍ତି ଓ ଅନ୍ୟମାନଙ୍କ ମଧ୍ୟରେନିମାପଡା ସାମ୍ବାଦିକ ରଶ୍ମିରଞ୍ଜନ ସ୍ବାଇଁ, ସାମ୍ବାଦିକ ବିରଞ୍ଜନ ମଲ୍ଲିକ , ଜୟଦେବ କୃଷକ ମୋର୍ଚା, ବାଲିପାଟଣା, ପୁରୀ ର ଚାରିଶହ ସମାଜସେବିଙ୍କ ସହଯୋଗ ଓ ଅଂଶ ଗ୍ରହଣ ଯୋଗୁ
କାର୍ଯ୍ୟକ୍ରମ ର ସୁଦୂର ପ୍ରସାରି ସଫଳତାର ମୁଳୁଦୁଆ ପଡିଥିଲା |ଏବର୍ଷ ପଢୁଆଁ ଯାତ୍ରାକୁ ଆଠ ବର୍ଷ |ପ୍ରଥମବର୍ଷ ଜଗନାଥ ଚେତନା ସୁରକ୍ଷା ଅଭିଯାନ ଓ ମାଧବ ବିକାଶ ପରିଷଦ ର ମିଳିତ ନିଷ୍ପତିରେ ସବୁ କାମ କରାଯାଇଥିଲା |
