February 12, 2026
Home » ସ୍ୱାସ୍ଥ୍ୟ କେନ୍ଦ୍ରକୁ ସରକାରୀ ମାନ୍ୟତା ଓ ଆଉଟ ପୋଷ୍ଟ ପାଇଁ ବିଧାନସଭା ରେ ଦାବି ଉପସ୍ଥାପନ କଲେ

ସ୍ୱାସ୍ଥ୍ୟ କେନ୍ଦ୍ରକୁ ସରକାରୀ ମାନ୍ୟତା ଓ ଆଉଟ ପୋଷ୍ଟ ପାଇଁ ବିଧାନସଭା ରେ ଦାବି ଉପସ୍ଥାପନ କଲେ

0
WhatsApp Image 2024-12-12 at 5.06.51 PM

ଭୁବନେଶ୍ୱର /ତିର୍ତୋଲ 11/12ତିର୍ତୋଲ ବ୍ଲକ ତେନ୍ତୁଳିଆ ପଦା ଗ୍ରାମରେ ଥିବା ଗ୍ରାମ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସରକାରୀ ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେବି ଏହାକୁ ସରକାରୀ ମାନ୍ୟତା ମିଳିନୁ, ତେଣୁ ତିର୍ତୋଲ ବିଧାୟକ ମାନ୍ୟବର ଡ, ପ୍ରଫେସର ରମାକାନ୍ତ ଭୋଇ ବିଗତ ଶୀତ କାଳିନ ବିଧାନସଭା ରେ ଏଥର ଦୁଇଟି ଦାବି ଉପସ୍ଥାପନା କରିଛନ୍ତି, ଗୋଟିଏ ହେଲା ତିର୍ତୋଲ ବ୍ଲକ ତେନ୍ତୁଳିଆପଦା ସାରଳା ଦାସ ଗ୍ରାମ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସରକାରୀ ମାନ୍ୟତା ଦେବା ଓ ଅନ୍ୟଟି ହେଲା ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୋୖଜା ଠାରେ ଏକ ପୁଲିସି ଫାଣ୍ଡି ପ୍ରତିଷ୍ଠା କରିବା ନିମନ୍ତେ ବିଧାୟକ ଡ. ଭୋଇ ଦାବି ରଖିଛନ୍ତି ଦୁଇଟି ଯାକ ଦବି ପୂରଣ ହେଲେ ଲୋକେ ଆଇନି ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇ ଉପକୃତ ହେଇପରିବେ, ଡ. ଭୋଇ ବିଧାନସଭା ରେ ସ୍ୱର ଜନତା ଙ୍କ ପାଇଁ ସ୍ୱର ଉଠାଇ ଥିବାରୁ ତିର୍ତୋଲ ଜନସାଧାରଣ ଧନ୍ୟବାଦ ଜଣେଇ ଛନ୍ତି l

ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, ଇପିଏ ନିୟୁଜୁ.

Leave a Reply

Your email address will not be published. Required fields are marked *