July 5, 2025
WhatsApp Image 2024-12-30 at 3.53.42 PM

2024 ମସିହା ପାଇଁ ପ୍ରତିଭା ସମ୍ନାନ ଗାଳ୍ପିକ ସନିଭା ଦାସ, ଆଦର୍ଶ ଶିକ୍ଷକ ଅଶୋକ ଦାସ, ପ୍ରାବନ୍ଧିକ ଭାସ୍କର ବାରିକ ଶିକ୍ଷାଗୌରବ ବିଭୁଦତ୍ତ ଖୁଣ୍ଟିଆ, ସାମ୍ବାଦିକ ସମ୍ନାନ
ପ୍ରମୋଦ କୁମାର ରାୟ, କବୟିତ୍ରୀ ଝରଣା ବାରିକ, ସମାଜସେବୀ ବିକାଶ କୁମାର ଦାସ, ନୃତ୍ୟ ଶିଳ୍ପୀ ଦିବ୍ୟା ମିଶ୍ର, ଚିତ୍ର ଶିଳ୍ପୀ ସଞ୍ଜୟ ଭଟ୍ଟ ଅନୁଷ୍ଠାନ ର ସମ୍ନାନ ରବୀନ୍ଦ୍ର କୁମାର ପଣ୍ଡା, କଣ୍ଠ ଶିଳ୍ପୀ ରଶ୍ମି ରେଖା ମିଶ୍ର,ସମସ୍ତଙ୍କୁ ଉତ୍ତରୀୟ ମାନ ପତ୍ର ପ୍ରଦାନ କରାଯାଇଥିଲା. ଶେଷରେ ଅମରେଶ ମିଶ୍ର ଧନ୍ୟବାଦ ଦେଇ ସମସ୍ତ ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ.

Leave a Reply

Your email address will not be published. Required fields are marked *