July 27, 2025
Home » ଆମେରିକାର ନୁଆ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ

ଆମେରିକାର ନୁଆ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ

0
WhatsApp Image 2025-01-21 at 1.29.00 PM

ଆମେରିକାର ନୁଆ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସାରା ବିଶ୍ବ ବାସି ଅନାଇ ବସିଥିଲେ। ତେବେ ଏହି ଅବସର ରେ ଆମେରିକାର ନୁଆ ରାଷ୍ଟ୍ରପତି ଙ୍କୁ ଶୁଭେଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୁମି ର ନିଳାଦ୍ରୀ ବିଚ୍ ରେ ଆମେରିକାର ର ନୁଆ ରାଷ୍ଟ୍ରପତି ଙ୍କ ଏକ ବିଶାଳ ବାଲୁକା ଚିତ୍ର କଳା ନିର୍ମାଣ କରି ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ। 47 ଫୁଟ ଲମ୍ବ ରହିଚି ଏହି ବିଶାଳ ବାଲୁକା ଚିତ୍ରକଳା ଟି। ଏହାକୁ ଦେଖିବାକୁ ପୁରୀ ବେଳାଭୂମି ରେ ପର୍ଯ୍ୟଟକ ଙ୍କ ବେଶ୍ ଭିଡ଼ ଜାଣିଥିଲା।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *