August 20, 2026
Home » Archives for EPA editor » Page 113

EPA editor

ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ ଛତ୍ରପୁର ଗସ୍ତ

  ଛତ୍ରପୁର:ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ବ୍ରହ୍ମପୁରଠାରେ...

ଆଗାମୀ ଦିନରେ ଛାତ୍ର ଓ ଯୁବସମାଜ ଦ୍ୱାରା ଏକ ବଡ଼ ବିପ୍ଳବର ସୂଚନା ସ୍ପଷ୍ଟ : ଭକ୍ତ

  ମହାନଦୀ ଜଳକୁ ଛତିଶଗଡକୁ ଦାନକରି ପ୍ରଧାନମନ୍ତ୍ରୀ ଓଡିଶାରେ ଉତ୍ସବ ପାଳିବେ : ଭକ୍ତ କଂଗ୍ରେସ ସରକାର ସମୟରେ ନଦୀ ଜଳ ବିବାଦର ସୁଚାରୁ ସମାଧାନ ହେଉଥିଲା...

ଜନ ଜାଗରଣ ଭାଷାକୁ ସମୃଦ୍ଧ କରେ – ପଦ୍ମଶ୍ରୀ ମହେନ୍ଦ୍ର ମିଶ୍ର

ଭାଷା ଆନ୍ଦୋଳନ ଓ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ନାଗରିକ ସମ୍ବର୍ଦ୍ଧନା   ଭୁବନେଶ୍ୱର: ବିଶିଷ୍ଟ ପ୍ରାବନ୍ଧିକ, ଲୋକସଂସ୍କୃତି ଗବେଷକ ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ର...

ଉଚ୍ଚଶିକ୍ଷା ପାଇଁ ଅନଲାଇନ୍ ଆବେଦନ କଲା ବୈଲୋଚନ

ପାଟେଶ୍ଵର ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦୁଝର, ତା୩/୬- ପରିବାରର ଆର୍ଥିକ ତାଡ଼ନା କାରଣରୁ ଉଚ୍ଚଶିକ୍ଷା ପାଇଁ ଗରୀବ ମେଧାବୀ ଛାତ୍ର ହୋଟେଲରେ ବାସନ...

ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଓ ପ୍ରତିବାଦ ସଭା।

  ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳ ଙ୍କୁ ଦାବୀପତ୍ର.... ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନାରୀ ଅଧିକାର ଅଭିଯାନ...

ବିଶ୍ୱ ମଂଚରେ ଇଫକୋର ଶ୍ରେଷ୍ଠତା ପ୍ରମାଣିତ

ଭାରତ ଆମେରିକା କୃଷି ସହଯୋଗକୁ ମିଳିଲା ନୂଆ ଦିଶା ଭାରତ ଆମେରିକା କୃଷି ସହଯୋଗ ବୈଠକରେ ଇଫକୋ ଅଧ୍ୟକ୍ଷ ଦଲୀପ ସଂଘାଣୀଙ୍କ ଉପସ୍ଥାପନା ପାରାଦୀପ : ଭାରତର...

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘରକୁ ପେଟ୍ରୋଲ ବୋମାମାଡ ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲଣ

ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସ୍‌ର ବିଭିନ୍ନ ସ୍ଥାନରେ ଚଢାଉର ସୂଚନା ଦେଲେ ଏସପି ପାରାଦୀପ : ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘରକୁ ବୋମାମାଡ ଘଟଣାରେ...

ତେଲ ଫେକ୍ଟ୍ରି ରେ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସାହାଣୀଡିହ ତେଲ ଫେକ୍ଟ୍ରି ରେ ଅଗ୍ନିକାଣ୍ଡ ଘଟିଥିବା ଖବର ଆମର ହସ୍ତଗତ ହୋଇଛି l ଖବର ପାଇ ବିନିକା ଏବଂ ଉଲୁଣ୍ଡାରୁ...

ସୋନପୁର ପୌରପରିଷଦ ର ଦୁର୍ନୀତି ପେଡି – 2

ସୌନ୍ଦର୍ଯ୍ୟକରଣ ନାଁରେ ପ୍ରହସନ ସୋନପୁର ପୌରପରିଷଦରେ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍‌ ଅଭିଯୋଗ l ସୁବର୍ଣ୍ଣପୁର -- ସୋନପୁର ପୌରପରିଷଦରେ ସହର ସୌନ୍ଦର୍ଯ୍ୟକରଣ ନାଁରେ ବ୍ୟାପକ ଅର୍ଥ...

ମୃତ୍ୟୁ ବରଣ କରିଥିବା ଦାଦନ ଶ୍ରମିକ ରାଜେଶ ମହାନନ୍ଦ ଙ୍କ ମର ଶରୀର ଜନ୍ମ ମାଟିକୁ ଆଣିବା ସହିତ ସରକାରୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି l

ସୁବର୍ଣ୍ଣପୁର: ବୌଦ୍ଧ ଗଡ଼ ପୌର ପରିଷଦ ଅନ୍ତର୍ଗତ ବାପୁଜୀ ନଗର ୱାର୍ଡ଼ ନମ୍ୱର - ୧୦ ର ଅତି ଗରିବ ନିରୀହ ଅସହାୟ ରାଜେଶ ମହାନନ୍ଦ (୨୬)...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।