October 13, 2026
Home » Archives for EPA editor » Page 118

EPA editor

ଦର୍ପଦଳନ ରଥରେ ମା ସୁଭଦ୍ରାଙ୍କର ଦିବ୍ୟ ମଙ୍ଗଳଆଳତି ଦର୍ଶନ

ଆଜି ପବିତ୍ର ହରିଶୟନ ଏକାଦଶୀ ଅବସର ରେ ସିଂହଦ୍ୱାର ସମ୍ମୁଖରେ ଦର୍ପଦଳନ ରଥରେ ମା ସୁଭଦ୍ରାଙ୍କର ଦିବ୍ୟ ମଙ୍ଗଳଆଳତି ଦର୍ଶନ

ବଡଠାକୁର ଙ୍କ ଦିବ୍ୟ ମଙ୍ଗଳଆଳତି ଦର୍ଶନ

ପବିତ୍ର ହରିଶୟନ ଏକାଦଶୀ ଅବସର ରେ ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ ରଥରେ ବଡଠାକୁର ଙ୍କ ଦିବ୍ୟ ମଙ୍ଗଳଆଳତି ଦର୍ଶନ

ଆଜି ହେଉଛି ମହାପ୍ରଭୁ ଙ୍କ ପଵିତ୍ର ସୁନାବେଶ

ଆଜି ହେଉଛି ମହାପ୍ରଭୁ ଙ୍କ ପଵିତ୍ର ସୁନାବେଶ। ଏଥି ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା...

ରାଜ୍ୟ ଆଇନମନ୍ତ୍ରୀଙ୍କ ଛାତ୍ରଙ୍କ ଉପରେ ତାଚ୍ଛଲ୍ୟ ଉପରେ ପ୍ରତିକ୍ରିୟା ରଖିଲା କଂଗ୍ରେସ

  ଭୁବନେଶ୍ୱର: ଦୀର୍ଘ ୨୬ ଦିନ ଧରି ଦିଲ୍ଲୀର ଯନ୍ତରମନ୍ତର ଠାରେ ନିଟ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା ଏବଂ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ...

ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପବିତ୍ର ବାହୁଡା଼ ଯାତ୍ରା ରେ କଣ୍ଟାମାଳ ବଣିକ ସଂଘ ଦ୍ୱାରା ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ l

ସୁବର୍ଣ୍ଣପୁର --ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ କଣ୍ଟାମାଳ ବଣିକ ସଂଘ ତରଫରୁ ପ୍ରଥମଥର ପାଇଁ ‘ଅନ୍ନ ଦାନ ମହା ପୁଣ୍ୟ’ ଭଳି...

ପବିତ୍ର ଏକାଦଶୀରେ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ସୁନାବେଶରେ ଦର୍ଶନ ଦେଲେ ତିନି ଦିଅଁ

  ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଆଜି ଶନିବାର ପବିତ୍ର ଏକାଦଶୀରେ ସମସ୍ତ ରୀତିନୀତି ସରିବା ପରେ ତିନି ଦିଅଁ ସୁନାବେଶରେ ଦର୍ଶନ ଦେଇଛନ୍ତି। ଆନନ୍ଦ ଉଲ୍ଲାସ ଏବଂ...

ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷେ ପାରାଦୀପ କଲେଜ ଏନସିସି ଆଲୁମୁନି ପକ୍ଷରୁ ୨୩ତମ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ

  ପାରାଦୀପ: ପବିତ୍ର ବାହୁଡ଼ାଯାତ୍ରା ଅବସରରେ ପାରାଦୀପ କଲେଜ ଏନସିସି ଆଲୁମୁନି ଆସୋସିଏସନ୍ ଏବଂ ଏନସିସି କ୍ୟାଡେଟମାନଙ୍କ ମିଳିତ ଆନୁକୂଲ୍ୟରେ ୨୩ତମ ବାର୍ଷିକ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ...

ଐତିହାସିକ ସଂସ୍କାର ମାଧ୍ୟମରେ ଶିଳ୍ପାୟନକୁ ନୂଆ ଗତି: ବ୍ୟବସାୟ କରିବାର ସୁଗମତା ବୃଦ୍ଧି ଦିଗରେ ଇଡିକୋର ବଡ଼ ପଦକ୍ଷେପ

    ଭୁବନେଶ୍ୱର, :ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଏବଂ ବ୍ୟବସାୟ କରିବାର ସୁଗମତା (Ease of Doing Business)କୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ...

ତରାବୋଇରେ ଧୁମ,ଧାମରେ ପାଳିତ ହେଲା ୪୬ତମ ବାହୁଡ଼ା ଯାତ୍ରା।

  ଖୋରଧା:ଖୋରଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ଗ୍ରାମରେ ୪୬ ତମ ବାହୁଡ଼ା ଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଶ୍ରଦ୍ଧାଳୁଙ୍କ ଜୟ ଜଗନ୍ନାଥ, ହରିବୋଲ୍ ଧ୍ୱନିରେ...

ଭାରତୀୟ ମଜଦୂର ସଂଘର 72ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳିତ

  ଭାରତୀୟ ମଜଦୂର ସଂଘ କନ୍ଧମାଳ ଶାଖାର 72ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀଙ୍କ ସମ୍ମିଳନୀ କକ୍ଷରେ ସଭାପତି ଅଶୋକ ପରିଡାଙ୍କ ଅଧ୍ୟକ୍ଷତାରେ ପାଳିତ...