March 18, 2026
Home » Archives for EPA editor » Page 130

EPA editor

ନାକାମାମୁଡି ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ସ୍ଥିତ ନାକାମାମୁଡ଼ି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

ରାୟଗଡ଼ ଜିଲ୍ଲାରୁ ରମେଶ୍ୱରମ-ମଦୁରାଇ ଯାତ୍ରା କଲେ ଛଅଟି ଜିଲ୍ଲାର ୭୭୫ଜଣ ବରିଷ୍ଠ ନାଗରିକ

"ବରିଷ୍ଠ ନାଗରିକଙ୍କୁ ପତାକା ହଲାଇ ଶୁଭେଚ୍ଛା ଜଣାଇଲେ -ଉପମୁଖ୍ୟମନ୍ତ୍ରୀ" ବରିଷ୍ଠ ନାଗରିକ ତୀର୍ଥ ଯୋଜନାରେ ବରିଷ୍ଠ ନାଗରିକ ଯାତ୍ରlକୁ ଶୁଭାରମ୍ଭ କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି...

ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ରାୟଗଡ଼ ଜିଲ୍ଲା ଗସ୍ତ ଓ ବିଭିନ୍ନ ବିଭାଗ ଉପରେ ସମୀକ୍ଷା

ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ରାୟଗଡ଼ ଜିଲ୍ଲାଗସ୍ତ ଆସି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଯାଉଥିବା ରେଳ ଯାତ୍ରୀଙ୍କୁ ପତାକା...

ଭଦ୍ରାସାହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କଳା କନା ବୁଲାଇଲେ ଚୋର

ଯୋଡ଼ା - କେନ୍ଦୁଝର ଜିଲ୍ଲାର  ବଡ଼ବିଲ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ଏକ ତାଜା ଉଦାହରଣ ଭାବେ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି...

ମଠକରଗୋଳା ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ ଯାପିତ

ଓଡ଼ିଶା ରେଡକ୍ରସ୍ ସୋସାଇଟି ସହାୟତା କ୍ରମେ ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟରେ ସଂଗଠିତ ତ୍ରୀଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦ୍ ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ...

ଜୁନିଅର ରେଡ୍ କ୍ରସ୍ କ୍ୟାମ୍ପ ଉଦଯାପିତ: ସ୍ବେଚ୍ଛାସେବୀ ଅପହଞ୍ଚ ଗାଆଁରେ ସେବା ଉପଲବ୍ଧ କରନ୍ତୁ

ସୁବର୍ଣ୍ଣପୁର-- ଜୁନିଅର ରେଡ କ୍ରସ ଗ୍ରାମ ଠାରୁ ସହର, ନଗର, ମହାନଗର ପର୍ଯ୍ୟନ୍ତ ସେବା ଯୋଗାଇବାରେ ସବୁବେଳେ ପ୍ରଚେଷ୍ଟା କରିଥାଏ । ସ୍କୁଲ ଛାତ୍ର ଛାତ୍ରୀ ମାନେ...

ସ୍ୱାଭିମାନୀ ନେତା ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୃତି ସଭା ଲଢୁଆ ନେତା ଥିଲେ ପ୍ରଶାନ୍ତ ମହାପାତ୍ର

ଭୁବନେଶ୍ୱର; ପ୍ରଶାନ୍ତ ମହାପାତ୍ର ଥିଲେ ଜଣେ ସ୍ୱାଭିମାନୀ ନେତା । ଜଣେ ସଚ୍ଚୋଟ, କର୍ମଠ ଯୁବ ନେତା ଭାବେ ପରିଚିତ । ପୁରୁଣା ଭୁବନେଶ୍ୱରର ଏହି ଯୁୁବ...

ବଡଦିନ ଓ ନୂଆ ବର୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ: ବଡଦିନ ଓ ନୂଆ ବର୍ଷ ରେ କେବଳ ସିଂହଦ୍ବାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ...

ମାଟିରେ ମିଶିଲା ନିଶା ବେପାରୀ ଙ୍କ ଘର

ପୁଣି କିଛିଦିନର ବ୍ୟବଧାନ ପରେ ନିଶା ବେପାରୀଙ୍କ ଘରକୁ ମାଟିରେ ମିଶାଇଛି ପୁରୀ ପୋଲିସ। ଗତ 4 ତାରିଖରେ ପୁରୀର ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ 4ଟି...

ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ଆରମ୍ଭ।

ପବିତ୍ର ଧନୁ ସଂକ୍ରାନ୍ତି। ଏହି ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ହୋଇଥିବା ନୀତିନିର୍ଘଣ୍ଟ ଅନୁଯାୟୀ ପବିତ୍ର ଧନୁ ସଂକ୍ରାନ୍ତି...