August 20, 2026
Home » Archives for EPA editor » Page 128

EPA editor

ଅବିଭିପି ର ସାମ୍ବାଦିକ ସମ୍ବିଳନୀ

ଏବିଭିପି ସୁବର୍ଣ୍ଣପୁର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୬୦୦୦ ରୁ ଉର୍ଦ୍ଧ୍ୱ ସଦସ୍ୟତା କରିବା ପାଇଁ ଲକ୍ଷ୍ୟ ରଖିଛି l ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ...

ଯୋଗ ଦିବସ ପାଳନ ଅଵ୍ୟବହିତ ପୂର୍ବରୁ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିଶ୍ୱ ଯୋଗ ଦିବସ ପାଳନ ପାଇଁ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପୁରୁଣାକଟକ ଠାରେ ୨୫ ତାରିଖରେ ଅନୁଷ୍ଠିତ ହୋଇ ଯାଇଛି...

ପର୍ଯ୍ୟଟନ କ୍ଷେତ୍ର ପୁରୀ ସହର ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି

ପର୍ଯ୍ୟଟନ କ୍ଷେତ୍ର ପୁରୀ ସହର ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଏବେ ବେଶ୍ ଚିନ୍ତା ର ବିଷୟ ହୋଇଛି। ସହର ରେ ଯେଉଁଠି...

ମୁମ୍ବାଇଠାରେ ଜାତୀୟ ପ୍ରଦର୍ଶନୀରେ ୫ଜଣ ଓଡ଼ିଆ ଶିଳ୍ପୀ

ଭୁବନେଶ୍ୱର,: ମୁମ୍ବାଇର ନେହେରୁ ଆର୍ଟ ସେଣ୍ଟରରେ ଚଳିତ ମାସ ୨୬ ତାରିଖରୁ ଆୟୋଜିତ ହେବାକୁ ଥିବା ଜାତୀୟ କଳା ପ୍ରଦର୍ଶନୀରେ ଓଡ଼ିଶାର ପାଞ୍ଚଜଣ ଶିଳ୍ପୀଙ୍କ କଳାକୃତି ପ୍ରଦର୍ଶିତ...

ସରୋଜ ପ୍ରଧାନ ପିସିସି ଓବିସି ବିଭାଗ ଅଧ୍ୟକ୍ଷ ନିଯୁକ୍ତ

  ଭୁବନେଶ୍ୱର; ଅଖିଳ ଭାରତ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନ ଓ ପିସିସି ସଭାପତିଙ୍କ ପରାମର୍ଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ଅନ୍ୟାନ୍ୟ ପଛୁଆ...

୪ର୍ଥ ଦିନରେ ଯୁବ କଂଗ୍ରେସର ପଦଯାତ୍ରା

  ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପଦଯାତ୍ରା ଆଜି ୪ର୍ଥ ଦିନରେ ପହଂଚିଛି । ଯୁବ...

୧୦୮ ଲିଟର ଦେଶୀ ମଦ ପାଉଚ ଜବତ,ଜଣେ ଗିରଫ

ଗଣିଆ:  ଗଣିଆ ଥାନା ବେଲପଡାପାଟଣା ପଞ୍ଚାୟତ ନିକଟରୁ ଜଣେ ଯୁବକଙ୍କ ଘରୁ ୧୦୮ ଲିଟର ଦେଶୀ ମଦ ପାଉଚ ଜବତ କରିଛି ଗଣିଆ ପୋଲିସ । ଏହି...

ଦୁର୍ବଳ ସରକାର ଦୁର୍ବଳ ପୋଲିସ ସୁରକ୍ଷା ଦେବ କେମିତି? : କଂଗ୍ରେସ

  ଭୁବନେଶ୍ୱର:ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ହତ୍ୟା, ଅପହରଣ, ଗଣଦୁଷ୍କର୍ମ, ଭିଡହିଂସା ଏବଂ ସରକାର ଏହାକୁ ରୋକି ପାରିବାରେ ଅକ୍ଷମ ହେବାକୁ ନେଇ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ...

ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦ ଙ୍କୁ ପ୍ରଶାସନ ର ଏ କି ବ୍ୟବହାର

  ସୁବର୍ଣ୍ଣପୁର ---- ବରିଷ୍ଠ ନାଗରିକ ତଥା ପୂର୍ବତନ ଲୋକସଭା ସଦସ୍ୟ ଙ୍କୁ ପ୍ରଶାସନ ର ଏ ଭଳିଆ ବ୍ୟବହାର ଠିକ ନୁହେଁ l ଗୋଟିଏ ଦୃଶ୍ୟ...

ଶେଷ ହୋଇଛି ତିନିରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ

ରଥ ନିର୍ମାଣ ଅଗ୍ରଗତି,ତିନି ରଥର ଗରଗରା ବିନ୍ଧ ସହ ଶେଷ ହୋଇଛି ତିନିରଥର ୧୪ ନାହାକା ନିର୍ମାଣ କାର୍ଯ୍ୟ।ଆଜି ଶେଷ ହୋଇଛି ତିନିରଥର ଚଉଦ ନାହାକା ର...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।