August 21, 2026
Home » Archives for EPA editor » Page 151

EPA editor

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ହେଲ୍ପଲାଇନ୍ ପୁରୀ ମିଳିତ ଭାବେ ଶିଶୁ ହେଲ୍ପଲାଇନ୍ ସଂଯୋଜକଙ୍କ ନିର୍ଦ୍ଦେଶରେ ଏକ କ୍ଷେତ୍ର ପରିଦର୍ଶନ

ଶିଶୁ ଶ୍ରମିକ ନିଯୁକ୍ତ ସମ୍ପର୍କରେ ସୂଚନା ପାଇବା ପରେ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ହେଲ୍ପଲାଇନ୍ ପୁରୀ ମିଳିତ ଭାବେ ଶିଶୁ ହେଲ୍ପଲାଇନ୍ ସଂଯୋଜକଙ୍କ...

ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ପାଇଁ ପ୍ରସ୍ତାବ ଗୃହୀତ l

  ସୁବର୍ଣ୍ଣପୁର ---ତରଭା ପଞ୍ଚାୟତ ସମିତି ବୈଠକ ରେ ପଞ୍ଚାୟତ ମାନଙ୍କ ରେ ଲାଗି ରହିଥିବା ଉନ୍ନତି ମୂଳକ କାର୍ଯ୍ୟ, ପାଣି, ବିଦ୍ୟୁତ ସହ ବିଭିନ୍ନ ସମସ୍ୟା...

ଡୁଙ୍ଗୁରିପାଲି ଓ ରାମପୁର ଥାନାରେ ଅଙ୍ଗନୱାଡି ଶିଶୁ ମାନଙ୍କ ସଚେତନତା କର୍ମଶାଳା “ଯୁଭେନଟିକା ” ଉଦଘାଟିତ l

ସୁବର୍ଣ୍ଣପୁର ---ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଓ ରାମପୁର ଥାନାରେ ଓଡିଶା ପୋଲିସ ମହା ନିର୍ଦ୍ଦେଶକ ଆଭାସୀ ମାଧ୍ୟମରେ ଜୁଭେନଟିକା କର୍ମଶାଳାକୁ ଉଦଘାଟନ କରିଥିଲେ |ଡୁଙ୍ଗୁରିପାଲି ଥାନା...

​ ସୋନପୁର ନର୍ସିଂ ହୋମ ସିଲ୍ ମାମଲା:- ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ନକରିବାକୁ ପ୍ରଶାସନକୁ କୋର୍ଟଙ୍କ ନିର୍ଦ୍ଦେଶ।

  ​ସୁବର୍ଣ୍ଣପୁର ---ସୋନପୁରସ୍ଥିତ ସାମଲେଶ୍ୱରୀ ନର୍ସିଂ ହୋମକୁ ସିଲ୍ କରିବା ପ୍ରସଙ୍ଗରେ ମାନ୍ୟବର ବରିଷ୍ଠ ଦେୱାନୀ ଜଜ୍ (Senior Civil Judge) ସୋନପୁର ଶ୍ରୀ ଗଗନ ସାହୁ...

ବିଶ୍ୱ ରେଡକ୍ରସ ଦିବସ ପାଳିତ ଅବସରରେ ଜନ ସଚେତନତା ଶୋଭାଯାତ୍ରା, ସାଧାରଣ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ରେଡକ୍ରସ ସୋସାଇଟି ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ...

ମାୟାବର୍ହା ହାଇସ୍କୁଲରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

ସୁବର୍ଣ୍ଣପୁର ----ସୁବର୍ଣ୍ଣପୁର ଜିଲ୍ଲା ଡୁ୍ଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ରେଡକ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ...

ରେଡ କ୍ରସ ର ଜନ୍ମଦାତା ହେନେରୀ ଡୁନାଣ୍ଟଙ୍କ ସ୍ମୃତିରେ ବୃକ୍ଷ ରୋପଣ l

  ସୁବର୍ଣ୍ଣପୁର: ବିଶ୍ୱ ବ୍ୟାପୀ ମାନବୀୟ କଲ୍ୟାଣକାରୀ ସ୍ବେଚ୍ଛାସେବୀ ସଂଗଠନ ରେଡ୍ କ୍ରସ୍ ର ଜନ୍ମ ଦାତା ସାର୍ ଜନ୍ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଜୟନ୍ତୀ ତଥା...

ମିଳିଲା ପରିଚୟ : ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା ଘଟଣା : ପ୍ରେମ କୁ ସ୍ୱୀକୃତି ନ ମିଳିବାରୁ କରିଥିଲେ ଆତ୍ମହତ୍ୟା l

ସୁବର୍ଣ୍ଣପୁର---ରହିବୁ ସାଙ୍ଗ ହୋଇ l ମରିବୁ ସାଙ୍ଗ ହୋଇ l ଏହା ହିଁ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୁଲୁଣ୍ଡା ନିକଟରେ l ପରିବାର ଲୋକେ ତାଙ୍କ...

ସ୍ୱାବଲମ୍ବୀ କାରିଗର ଓ ପମ୍ପ ଚାଳକଙ୍କ ପକ୍ଷରୁ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

  ରାୟଗଡା/ରାମନାଗୁଡ଼ା ::  ରାୟଗଡା ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିବା ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ଭେଟି ସ୍ୱାବଲମ୍ବୀ କାରିଗର ଓ ପମ୍ପ...

ଢିଙ୍କିଆରୁ ଗାନ୍ଧି ପଥେ ନ୍ୟାୟ ଯାତ୍ରା ଆରମ୍ଭ

  ପାରାଦୀପ :: ରାଜ୍ଯରେ ଶିଳ୍ପ ପାଇଁ ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଗାନ୍ଧୀ ପଥେ ନ୍ୟାୟ ଯାତ୍ରା ଆରମ୍ଭ କରିଛି କଂଗ୍ରେସ...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।