October 23, 2026
Home » Archives for EPA editor » Page 310

EPA editor

ମଝି ସମୁଦ୍ରରେ ଫସିଛନ୍ତି କଟକ ଯୁବକ: ୧୯ ଦିନ ହେଲା ଲଙ୍ଗର ପକାଇଛି ଜାହାଜ

କତରର ରାସ୍‌ ଲାଫନ୍‌ ନିକଟରେ ମଝି ସମୁଦ୍ରରେ ଫସି ରହିଛନ୍ତି ଏଲ୍‌ପିଜି ବୋଝେଇ ଜାହାଜର ଚିଫ୍‌ ଅଫିସର କଟକର ଅଶୋକ କୁମାର ତ୍ରିପାଠୀ। ୪ ମାସ ତଳେ...

ନବୋଦୟ ପ୍ରବେଶିକା ପରୀକ୍ଷାରେ ବିରାମଚନ୍ଦ୍ରପୁରର ସଫଳତା

ସୁବର୍ଣ୍ଣପୁର : ଶିକ୍ଷାବର୍ଷ 2026 ଷଷ୍ଠ ଶ୍ରେଣୀ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ...

ମାର୍ଚ୍ଚ ୨୦ ତାରିଖ ବିଶ୍ୱବ୍ୟାପୀ ‘ପଖାଳ ଦିବସ’

ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱବ୍ୟାପୀ ଓଡ଼ିଆମାନେ 'ପଖାଳ ଦିବସ' ଭାବେ ପାଳନ କରନ୍ତି। ପଖାଳ କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ଓଡ଼ିଆ ଅସ୍ମିତା,...

କେନଝିରିଆପାଲି ପଂଚାୟତ ରେ ବ୍ଲକ ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଂଚାୟତ କାର୍ଯ୍ୟାଳୟ ରେ ଉପ ନିୟନ୍ତ୍ରକ ବୈଧ ମାପ ଓଜନ ବିଭାଗ ଓ ରେଆର ସୋନପୁରର ମିଳିତ ଆନୁକୂଲ୍ୟରେ ଓଡିଶା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୁନାମଧନ୍ୟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ହରିଶ୍ଚନ୍ଦ୍ର ପଧାନଙ୍କ ପରଲୋକ

  ଧର୍ମଗଡ଼ ଅଞ୍ଚଳ ର ଜଣେ ସୁନାମଧନ୍ୟ ଭେଷଜ ରୋଗ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ହରିଶ୍ଚନ୍ଦ୍ର ପଧାନ (୮୦)ଙ୍କ ଏକ...

କଳାହାଣ୍ଡିରେ ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷାଙ୍କ ୱାନ୍ ଷ୍ଟପ୍ ସେଣ୍ଟର ପରିଦର୍ଶନ

    କଳାହାଣ୍ଡି: ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାର ୱାନ୍ ଷ୍ଟପ୍ ସେଣ୍ଟର...

ଭବାନୀପାଟଣା ରେ ଜନଗଣନା ତାଲିମ ଶିବିର

  ଭବାନୀପାଟଣା : ଜନଗଣନା ୨୦୨୭ ପାଇଁ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ଠାରେ ତହସିଲଦାର ଭବାନୀପାଟଣା ତଥା ଜନଗଣନା ଚାର୍ଜ ଅଧିକାରୀ କ୍ଷୀରୋଦ ବିହାରୀ ଭାରତ...

ଉତ୍କେଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ତାଲା

ବର୍ଷ ବର୍ଷ ଧରି ଅଧିକାରୀଙ୍କୁ ଦେଖି ନାହାନ୍ତି ଗ୍ରାମବାସୀ.. କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ପ୍ରାଣୀ ସଂପଦ ସହାୟକ କେନ୍ଦ୍ର ରେ ଦୀର୍ଘ ଦିନ...

ଦ୍ୱିତୀୟ ବର୍ଷରେ ରାଧାକୃଷ୍ଣ ପଂଚଦେବ ମନ୍ଦିରରେ ରେ ବାସନ୍ତିକ ଦୁର୍ଗାପୂଜା

  ଅଞ୍ଚଳରେ ଚୈତ୍ର କାଳୀନ ବାସନ୍ତିକ ଦୁର୍ଗାପୂଜା ନେଇ ଚଳଚଞ୍ଚଳ ସହର.... ଧର୍ମଗଡ ସ୍ଥିତ ସର୍ବ ପୂରାତନ ଶ୍ରୀ ବ୍ରଜମୋହନ ପଞ୍ଚଦେବ ମନ୍ଦିର ପରିସରରେ ନୂତନ ଭାବେ...

ଓଡ଼ିଆ ସାହିତ୍ୟରେ ଜନଜାତି ଜୀବନ ଓ ଚରିତ୍ରର ଚିତ୍ରଣ” ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର

  ଭବାନୀପାଟଣା:କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ "ଓଡ଼ିଆ ସାହିତ୍ୟରେ ଜନଜାତି ଜୀବନ ଓ ଚରିତ୍ରର ଚିତ୍ରଣ" ଶୀର୍ଷକ ଏକ ଦିନିକିଆ...