January 26, 2025
Home » ବ୍ରହ୍ମପୁର ଡାକ ମଣ୍ଡଳ ସତସ୍ତୁରୀତମ ପ୍ରତିଷ୍ଠା ଉତ୍ସବ

ବ୍ରହ୍ମପୁର ଡାକ ମଣ୍ଡଳ ସତସ୍ତୁରୀତମ ପ୍ରତିଷ୍ଠା ଉତ୍ସବ

0

 

ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ବରିଷ୍ଠ ଡାକ ଅଧିକ୍ଷକ ଦିବାକର ପଟ୍ଟନାୟକ, ସହକାରୀ ଡାକ ନିର୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ, ସୁଜିତ କୁମାର ମହାରଣା, ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ସିନିଅର ମ୍ୟାନେଜେର ସମ୍ପଦ ରାଜ ପ୍ରଭୃତି ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ଡାକ ମଣ୍ଡଳ ର ଡେପୁଟି ସୁପେରିଣ୍ଟେଣ୍ଡେଣ୍ଟ ପୀତବାସ ଜେନା, ଛତ୍ରପୁର ସହକାରୀ ଡାକ ଅଧିକ୍ଷକ ସଞ୍ଜୟ କୁମାର ଦୋରା, ପୋଷ୍ଟାଲ ଇନ୍ସ୍ପେକଟର ଗଙ୍ଗlନାରାୟଣ ମହାଲ୍ଲୀକ, ଡି ଓ ପି ଏଲ ଆଇ ରୁଦ୍ର ନାରାୟଣ ସାହୁ, ଅଫିସ ଆସସିଷ୍ଟାଣ୍ଟ ଶ୍ରୀଧର ପ୍ରଧାନ, ବିଜୟକୁମାର ତରାଇ, ଡାକ ସହାୟକ ଶ୍ରୀରାମ ମହାପାତ୍ର, ବ୍ରହ୍ମପୁର ଡାକ ମଣ୍ଡଳ ର ସବୁ ଅଫସ ଆସିଷ୍ଟାଣ୍ଟ, ବ୍ରହ୍ମପୁର ମୁଖ୍ୟ ଡାକଘର ର ଡାକ ସହାୟକ ଗୀତାଞ୍ଜଳି ପାତ୍ର ପ୍ରଭୃତି କାର୍ଯ୍ୟକ୍ରମ ର ସର୍ବାଙ୍ଗୀନ ସଫଳ ସକାଶେ ସହଯୋଗ କରିଥିବା ବେଳେ ସଂଗୀତ କାର୍ଯ୍ୟକ୍ରମ ରେ ରଂଜିତ କୁମାର ଦାସ, ଗଙ୍ଗା ନାରାୟଣ ମହାଲ୍ଲୀକ, ବିଭୁତି ସାହୁ, ପୂର୍ଣ୍ଣ ପ୍ରଧାନ, ଯୋଗେଶ୍ୱର ପଣ୍ଡା, ରୁଦ୍ର ପ୍ରସାଦ ସାହୁ, ବନଶ୍ରୀ ପଟ୍ଟନାୟକ, ବିଭୁତି ସାହୁ, ଅଭିଷେକ ପାତ୍ର ପ୍ରଭୃତି ଭାଗ ନେଇଥିଲେ l କାର୍ଯ୍ୟ କ୍ରମରେ ମଞ୍ଚାସିନ ଅତିଥି ମାନେ ବ୍ରହ୍ମପୁର ଡାକମଣ୍ଡଳ ର ସ୍ବର୍ଣ୍ଣlଭ ଇତିହାସ, ବିଭିନ୍ନ ସମୟରେ ବ୍ୟବସାୟ ସଂଗ୍ରହ ରେ ଅନ୍ୟ ଡାକ ମଣ୍ଡଳ ଗୁଡିକ ଠାରୁ ଆଗରେ ରହିବା ସବୁ ପଛରେ ଡାକ ମଣ୍ଡଳ ର କର୍ମଚାରୀ ମାନଙ୍କ ଅକୁଣ୍ଠ ଓ ନିରନ୍ତ୍ରର ପ୍ରୟାସ ର ପରିପ୍ରକାଶ ବୋଲି ବକ୍ତବ୍ୟ ରଖିଥିଲେ l ଗତ ଆର୍ଥିକ ବର୍ଷରେ ଉଲ୍ଲେଖନିୟ ସଫଳତା ପାଇଁ ପୁରସ୍କାର ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା l ଛତ୍ରପୁର ମୁଖ୍ୟ ଡାକଘର ର ଆକାଉଣ୍ଟlଣ୍ଟ ବନଶ୍ରୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ପୂର୍ବତନ ଡାକ ଓଭେରସେର ରାଜନୀପାଢୀ ଧନ୍ୟବାଦ ଅର୍ପଣ କରିଥିଲେ l

 

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *