December 30, 2025
Home » ଅପରାଧ » Page 23

ଅପରାଧ

ଆୟ ଉତ୍ସ (ଡିଏ) ସହିତ ଅନୁପଯୁକ୍ତ ସମ୍ପତ୍ତି ଥିବା ଅଭିଯୋଗରେ କୋରାପୁଟ ଜିଲ୍ଲା କୁମୁଲି ସର୍କଲର ରାଜସ୍ବ ନିରୀକ୍ଷକଙ୍କ ଏକ କାଳୀନ ୦୮ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ମାନ୍ୟବର ସ୍ଵତନ୍ତ୍ର ଜଜ୍, ଭିଜିଲାନ୍ସ, ଜୟପୁର ଦ୍ଵାରା ସର୍ଚ୍ଚ ୱାରେଣ୍ଟ ଆଧାରରେ ଓ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୨୬/୧୨/୨୪ ତାରିଖ ସକାଳୁ କୋରାପୁଟ ଜିଲ୍ଲାର ବୋରିଗୁମା...

ଦୁର୍ଦ୍ଦାନ୍ତ ମାଓନେତା ପ୍ରଭାକର ଗିରଫ

ସରକାରଙ୍କ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିବା ହାର୍ଡକୋର୍ ମାଓବାଦୀ ପ୍ରଭାକର ଓରଫ ବାଲମୁରି ନାରାୟଣ ରାଓକୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ପୋଲିସ ଗିରଫ...

ବୁଲାକୁକୁରଙ୍କ ଆକ୍ରମଣରେ କୁନିଝିଅ ମୃତ୍ୟୁ

କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ଫୁଫୁଗାଁରେ ଜଣେ ଚାନ୍ଦିନୀ ହରିଜନ ନାମକ କୁନି ଝିଅ ନିଜ ଭାଇ ସହ ଘର ଦାଣ୍ଡରେ ଖେଳିବା ସମୟରେ ହଠାତ୍...

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ସାଙ୍ଗ ନେଲା ସାଙ୍ଗର ଜୀବନ ! ଅଭିଯୁକ୍ତ ସାଙ୍ଗ ଦୁର୍ଗା ଗିରଫ

ଯୋଡା - କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ନିଜ ସାଙ୍ଗ କୁ ଆଶ୍ରୟ ଦେଇ ନିଜେ ହିଁ ନିଜ ସାଙ୍ଗକୁ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି...

କୋରାପୁଟ ଜିଲ୍ଲାର ଦାସମନ୍ତପୁର ବ୍ଲକର ମାର୍କେଟିଂ ଇନ୍ସପେକ୍ଟର ଲାଞ୍ଚ ଦାବିରେ ଆଜି ଓଡିଶା ଭିଜିଲାନ୍ସ ଦ୍ଵାରା ଗିରଫ

ଓଡିଶାର କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ/ ଅଭିଯୋଗକାରୀ (ବ୍ଲକର ଚୁକ୍ତିଭିତ୍ତିକ କର୍ମଚାରୀ)ଙ୍କ ବ୍ୟବହାର ୟୁଟିଲିଟି ସାର୍ଟିଫିକେଟ୍ ପ୍ରକ୍ରିୟାକରଣ ତଥା ମାସିକ ପାରିଶ୍ରମିକ ମୁକ୍ତ...

ଟଙ୍କା କାରଣରୁ ଜଣେ ସାଥୀ ତାଙ୍କ ସାଙ୍ଗକୁ କଲା ନିର୍ମମ ହତ୍ୟା

ଫୁଲଜାବା ଛକ ଠାରେ ବଳରାମ ଖରାଙ୍କ ହତ୍ୟା କରାଯାଇଥିବା ବିଷୟ ନେଇ ଅଭିଯୁକ୍ତ ଗିରଫ ନେଇ ମଙ୍ଗଳବାର ରାତି ୮.୩୦ ସମୟରେ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଏସପିଙ୍କ...

ଲକ୍ଷାଧିକ ଟଙ୍କା ଠକାମୀର ଶିକାର ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି ଅସହାୟ ମହିଳା l

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବେହେରାମାଲ ଗ୍ରାମର ମହିଳା ଅର୍ଥ ଠକେଇର ଶିକାର ହୋଇଛନ୍ତି l ମହିଳାଙ୍କ ଜମାଖାତାରୁ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି...

ଖବର ସଂଗ୍ରହ ବେଳେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ବ୍ଲକ ଅଧ୍ୟକ୍ଷଙ୍କ ଦୁର୍ବ୍ୟବହାର

ସୁବର୍ଣ୍ଣପୁର -- ଶୁକ୍ରବାର ମଧ୍ୟାହ୍ନ ରେ ତରଭା ବ୍ଲକ କାର୍ଯ୍ଯାଳୟ ପରିସରରେ ଥିବା ବ୍ଲକ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ହୋହାଲ୍ଲା,ବଚସା ଓ ପାଟିତୁଣ୍ଡ ହୋଇଥିଲା l ଏହି ସମୟ...

ସରକାରୀ ଯୋଜନା ଆତ୍ମସାତ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ ୬୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ସରକାରୀ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଆସିଥିବା ଅନୁଦାନ ପ୍ରାୟ ୬୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ନବରଙ୍ଗପୁର...

ନବ ବିବାହିତl ଙ୍କ ସନ୍ଦେହ ଜନକ ମୃତୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରିଆମାଳ: ଦେଓଗଡ ଜିଲ୍ଲା ରିଆମାଳ କୁଣ୍ଡେଇଗୋଳl ପଞ୍ଚାୟତ ଅନ୍ତର୍ଗତ ଷେଣ୍ଢl ଗ୍ରାମ ର ଜଣେ ସାତ ମାସ ନବବିବାହିତା ଙ୍କ ଗତ କାଲି ସନ୍ଦେହଜନକ ଭାବେ ମୃତୁ...