July 23, 2026
Home » ଅପରାଧ » Page 35

ଅପରାଧ

ବିରଜା ହାଟ ଗଣ୍ଡଗୋଳ ଘଟଣା ମାମଲା; ଆଉ ୩ଟି ମାମଲାର ବେଲ୍ ମିଳିବା ପରେ ଭବ ଜେଲରୁ ମୁକ୍ତି ପାଇବେ

ଯାଜପୁର: ଯାଜପୁରର ବିରଜା ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଘଟିଥିବା ଗଣ୍ଡଗୋଳକୁ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୂର୍ବତନ ପୌରଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ...

୫୦ କେଜି ଗଞ୍ଜେଇ ସହ ମହିନ୍ଦ୍ରା ସ୍କର୍ପିଓ ଜବତ, ୫ ଗିରଫ

ସୁବର୍ଣ୍ଣପୁର --- ସୋନପୁର ସହର କୁଞ୍ଜ ଛକ ପାଖରୁ ଜିଲ୍ଲା ଅବକାରୀ ବିଭାଗ ପାଞ୍ଚ ଜଣ ଚୋରା ଚାଲାଣ କରୁଥିବା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ...

ଗୋଖାଦ୍ୟ ଗାଡ଼ିରେ ଯାଉଥିଲା ଗଞ୍ଜେଇ, 2 କୁଇଣ୍ଟାଲ 10 କେଜି ଗଞ୍ଜେଇ ଗାଡି ଜବତ ସହ ଦୁଇ ଅଭିଯୁକ୍ତ ଗିରଫ l

ସୁବର୍ଣ୍ଣପୁର --ସୋନପୁର ପୋଲିସକୁ ମିଳିଛି ବଡ଼ ସଫଳତା। ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ହେବା ସହ ଦୁଇ ଅଭିଯୁକ୍ତ ଗିରଫ କରିଛି l ଏଥିସହ...

ସରକାରୀ ଅନୁଦାନ ହଡ଼ପ ମାମଲାରେ ଫରେଷ୍ଟର ଓ ଗାଁସାଥୀକୁ ଗିରଫ କଲା ଓଡିଶା ଭିଜିଲାନ୍ସ

କୋରାପୁଟ ଜିଲ୍ଲା କୁନ୍ଦୁରା ରେଞ୍ଜ୍‌ ଅନ୍ତର୍ଗତ ବାଗଦେରୀ ସେକ୍ସନ ଫରେଷ୍ଟର ରମେଶ ଚନ୍ଦ୍ର ଭତରା ଓ ଗାଁସାଥୀ ମହେନ୍ଦ୍ର ଖରା ଦୁହେଁ ସରକାରୀ ଅନୁଦାନ ହଡ଼ପ ମାମଲାରେ...

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ କରି ପୋଡି ମାରିଦେବା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ...

ଚରଦା ଗ୍ରାମରେ ନବବଧୂ ମୃତ୍ୟୁ ଘଟଣା : ଯୌତୁକ ସାମଗ୍ରୀ ଫେରାଇଲେ ଶାଶୁ ଘର ଲୋକ

ସୁବର୍ଣ୍ଣପୁର -- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗ୍ରାମରେ ଯୌତୁକ ପାଇଁ ନବ ବଧୂ ଙ୍କ ମୃତ୍ୟୁ ଘଟିଥିଲା l ଏନେଇ ମୃତକ ଙ୍କ ମା...

କାମ ଅଭାବରୁ ଘରେ ବସିଥିବା ଶ୍ରମିକ ଏବେ ଦାଦନ ଯିବେ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶ୍ରମିକଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ଜଟିଳ ହେବାକୁ ଯାଉଛି। ଯେଉଁମାନେ ସରକାରୀ ଯୋଜନାରେ ଦିନ ମଜୁରିଆ ଭାବେ କାମ କରି ସେମାନେ...

ବହୁଚର୍ଚିତ ଭାଗିରଥି ମଣ୍ଡଙ୍ଗି ହତ୍ୟା ମାମଲା… ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କୁ ଅନ୍ତରୀଣ ସୁରକ୍ଷା…

ବୋହୂ ଚର୍ଚ୍ଚିତ ଭାଗୀରଥି ମାହାଙ୍ଗଙ୍କୁ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କୁ ହାଇକୋର୍ଟ ୧୮/୧୧/୨୪ ତାରିଖରେ ସାମୟିକ ଭାବେ ଅନ୍ତରୀଣ ସୁରକ୍ଷା ଦେଉଛନ୍ତି।...

ଜୁନାଗଡ଼ ଥାନା ଜାରିଙ୍ଗ ଠାରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ। ୬ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରକ୍ତ ଜିଲ୍ଲା ଦୌରାଜଜ୍…

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜାରିଙ୍ଗ ବହୁ ଚର୍ଚ୍ଚିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ରାୟ ପ୍ରକାଶ । ୬ଜଣ ଅଭିଯୁକ୍ତ କୁ ଆଜୀବନ...

କାମାକ୍ଷାନଗର ଉପଜିଲ୍ଲାପାଳ ଗିରଫ

ଭୁବନେଶ୍ୱର: ଗିରଫ ହେଲେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକଙ୍କ ଘରେ ଗତକାଲି ଭିଜିଲାନ୍ସ...