ରାଜ୍ୟସ୍ତରୀୟ ସୁରଭି ୨୦୨୪ ରେ ବିଭିନ୍ନ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ପୁରସ୍କୃତ
ରାଜ୍ୟସ୍ତରୀୟ ସୁରଭି ୨୦୨୪ରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି। ଏଥିରେ ଆୟୋଜିତ ବିଭିହ୍ନ ପ୍ରତିଯୋଗିତା ମଧ୍ୟରେ ସ୍ଥାନୀୟ ବୁଟିଗୁଡା...
