December 29, 2025

ମନୋରଞ୍ଜନ

ଜୟହିନ୍ଦ ସଭାରେ ଦେଶର ସୈନ୍ୟ ବାହିନୀଙ୍କର ସୌର୍ଯ୍ୟ, ବିର୍ଯ୍ୟ ଓ ପରାକ୍ରମକୁ ରାଜ୍ୟ କଂଗ୍ରେସ ସମ୍ମାନ ଜଣାଇଲା

ଭୁବନେଶ୍ୱର : ଗତ ଏପ୍ରେଲ ୨୨ ତାରିଖ ପହଲଗାମ ଅଞ୍ଚଳରେ ପାକିସ୍ଥାନ ଦ୍ୱାରା ପ୍ରେରିତ ଆତଙ୍କବାଦୀଙ୍କ ବନ୍ଧୁଙ୍କ ମୁନରେ ଅକାଳ ଓ ଅକାରଣରେ ୨୭ ଜଣ ପର୍ଯ୍ୟଟକଙ୍କ...

ବିକଶିତ କୃଷି ସଂକଳ୍ପ ଅଭିଯାନ ଠାରୁ ଶୁଭାରମ୍ଭ

ଭାରତ ସରକାର ଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ଆଜି ଠାରୁ ଶୁଭାରମ୍ଭ ହୋଇଚି। ପୁରୀ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ରେ କେନ୍ଦ୍ର କୃଷି ମନ୍ତ୍ରୀ...

ଶିଳାନ୍ୟାସ ଓ ଅପରେସନ ‘ସିନ୍ଦୂର’ର ସଫଳତାକୁ ନେଇ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Anchor- ପରଜଙ୍ଗ ବ୍ଲକର ବାରିହପୁର ଠାରୁ ବସୋଇ ଦେଇ ସାନ୍ଦା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତି କରଣ ସକାଶେ ଭିତ୍ତି ପ୍ରସ୍ତର ବସୋଇ ଗ୍ରାମର...

ଭାରତ୍ତୋଳନ ଖେଳାଳି ହର୍ଷବର୍ଦ୍ଧନ ସାହୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର ସହରର ଆଉ ଜଣେ ଓଡ଼ିଆ ପୁଅ ଆଜି ଭାରତ ବର୍ଷରେ ନିଜକୁ ପରିଚିତ କରିବା ସହ ନିଜ ମାଟିକୁ ଗୌରବାନ୍ୱିତ କରିଛି । ଏହି ଗୌରବ...

ପିସିସି ପକ୍ଷରୁ ପଣ୍ଡିତ ନେହେରୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ଵର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧବାର୍ଷିକୀ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ...

ବ୍ରହ୍ମପୁରରେ କର୍ଲଅନ୍ ମାଟ୍ରେସ ଏକ୍ସକ୍ଲୁସିଭ ସୋ-ରୁମ୍ ଉଦଘାଟିତ

ବ୍ରହ୍ମପୁର: ଗିରିଜା ଛକ ଉର୍ବାନ ବ୍ୟାଙ୍କ ରୋଡ ଠାରେ ଥିବା ହିମାଳୟ ହ୍ୟାଣ୍ଡଲୁମ୍ସ ପକ୍ଷରୁ କର୍ଲଅନ ହୋମସ୍ ବୁଧବାର ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁରରେ କର୍ଲଅନ୍ କମ୍ପାନୀର...

ବିଦେଶରେ ଓଡ଼ିଆ କଳା, ସଂସ୍କୃତି ଓ ଓଡିଶୀ ନୃତ୍ୟକୁ ପ୍ରଚାରିତ କରିବା ମୋ ଲକ୍ଷ୍ୟ

ଆନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରଖ୍ୟାତ ଓଡିଶୀ ନୃତ୍ୟ ଶିଳ୍ପୀ ବୈଶାଳୀ ମହାନ୍ତି ଜନ୍ମ ଶ୍ରୀକ୍ଷେତ୍ର ମାଟିରେ, କର୍ମଭୂମି ବିଦେଶରେ ସେ ବର୍ତ୍ତମାନ ଜାତିସଙ୍ଘ ର...

ଭିଜେ ଇନ୍‌ଫୋ ର ୨୭ତମ ପ୍ରତିଷ୍ଠାନ ଉତ୍ସବ

ଭିଜେ ଇନ୍‌ଫୋ ର ୨୭ତମ ପ୍ରତିଷ୍ଠାନ ଉତ୍ସବ ଗାୟତ୍ରୀ କନଭେକସନ ହଲ୍ ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶଶିଭୂଶଣ ରଥ ସରକାରୀ ମହିଳା...

ପାରାଦୀପ ରେ ପ୍ରଧାନମନ୍ତ୍ରୀ ଙ୍କ ୧୨୨ତମ ‘ମନ କୀ ବାତ’ କାର୍ଯ୍ୟକ୍ରମ ଶୁଣିଲେ ରାଜ୍ୟ ଶିଳ୍ପମନ୍ତ୍ରୀ ଓ ଦଳୀୟ କାର୍ଯ୍ୟକର୍ତ୍ତା

ପାରାଦୀପ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨୨ତମ 'ମନ କୀ ବାତ' କାର୍ଯ୍ୟକ୍ରମ ରବିବାର ଦିନ ୧୧ ଟା ସମୟରେ ସାରା ଦେଶରେ ପ୍ରସାରିତ ହୋଇଥିଲା...

କନ୍ଧମାଳ ପକ୍ଷରୁ ନାରଦ ଜୟନ୍ତୀ ପାଳିତ

ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି। ବିଶ୍ୱ ସମ୍ବାଦ କେନ୍ଦ୍ର ଆବାହକ ଟି ଶିବ...