ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ
ସୁବର୍ଣ୍ଣପୁର--ରେଡକ୍ରସ ପ୍ରତିଷ୍ଠାତା ଜନ ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଜରୁରୀ ଶାଖା ପକ୍ଷରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି।...
ସୁବର୍ଣ୍ଣପୁର--ରେଡକ୍ରସ ପ୍ରତିଷ୍ଠାତା ଜନ ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଜରୁରୀ ଶାଖା ପକ୍ଷରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି।...
ସୁବର୍ଣ୍ଣପୁର -- ଗୁରୁବାର ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡ଼କ୍ରସ ପରିବାର ତରଫରୁ ଜନସାଧାରଣଙ୍କୁ ଦହି ସରବତ ବଣ୍ଟନ କରାଯାଇଛି l...
ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଜଣେ ଦକ୍ଷ ଅନୁଭୂତି ସମ୍ପନ୍ନ ବ୍ୟକ୍ତିତ୍ଵ ଭାବେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରାଧାକନ୍ତ ନାୟକ ବେଶ୍ ପରିଚୟ...
ପୂର୍ଣ୍ୟାତ୍ମ ମହିୟସୀ ଫ୍ଲୋରେନ୍ସ ନାଇଟିଙ୍ଗେଲ ଙ୍କର 205 ତମ ଜନ୍ମ ସପ୍ତାହ ଏବଂ ବାଳିଗୁଆଲି,ପୁରୀ ସ୍ଥିତ ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟିଚୁସନର ବାର୍ଷିକ ଉତ୍ସଵ ଅନୁଷ୍ଠିତ...
ଭୁବନେଶ୍ୱର : -ସ୍ଥାନୀୟ ପୋଖରୀପୁଟ୍ ମଧୁସୂଦନ ପାର୍କସ୍ଥିତ ଯୋଗ ମଣ୍ଡପରେ ୱାକାର୍ସ ଆସୋସିଏସନ୍ ପକ୍ଷରୁ ବରିଷ୍ଠ ସାମ୍ବାଦିକ, ପାକ୍ଷିକ ସମ୍ବାଦପତ୍ର " ବିରଜା ଭୂମି"ର ସମ୍ପାଦକ ତଥା...
ଭୁବନେଶ୍ଵର: ଭାରତୀୟ ହସ୍ତତନ୍ତର କାଳଜୟୀ ସୋðନ୍ଦର୍ଯ୍ୟ ଏବଂ ଜଟିଳ କାରିଗରୀ ବିଶ୍ୱ ମଂଚରେ ସର୍ବଦା ଗର୍ବ ଓ ଗୋðରବର ସ୍ଥାନ ଅଧିକାର କରିଛି। ଏଥି ମଧ୍ୟରୁ ଓଡିଶାର...
ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତ ର ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦଯାପିତ ହୋଇଯାଇଛି । ଏହି ଯାତ୍ରା ମହୋତ୍ସବରେ...
ବ୍ରହ୍ମପୁର: ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୁତପୂର୍ବ ସଫଳତା ହାସଲ କରିଛନ୍ତି...
ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସମାପ୍ତ ହୋଇଛି। ଏଫସି ଗୋଆ ଦଳ କଳିଙ୍ଗ ସୁପର କପ୍-୨୦୨୫ର...
ମସିହା ସଂପାଦକ ସୁନୀଲ ନାୟକ ଓ ଓଟିଭି ସାମ୍ବାଦିକ ଇଙ୍ଗିତ ପଣ୍ଡା ସମ୍ବର୍ଦ୍ଧିତ.... ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମ। ଯଦିଓ ଭାରତୀୟ ଗଣତନ୍ତ୍ରରେ ସମ୍ବିଧାନରେ ଗଣମାଧ୍ୟମକୁ ଗଣତନ୍ତ୍ରର...