ଟିଟିଲାଗଡ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଳାପାଳଙ୍କ ଦ୍ୱାରା ଅଗ୍ରାହ୍ୟ
ଟିଟିଲାଗଡ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଦିଆଯାଇଥିବା ଆବେଦନକୁ ଉପଜିଲ୍ଳାପାଳ ରେହାନ ଖତ୍ରୀ ଅଗ୍ରାହ୍ୟ କରିଛନ୍ତି। ଏହାକୁ ନେଇ ଉପଜିଲ୍ଳାପାଳ କାର୍ଯ୍ୟାଳୟରୁ ବିଭାଗୀୟ ପତ୍ର...
