November 7, 2026
Home » ରାଜନୀତି » Page 130

ରାଜନୀତି

ହାଇ ଗ୍ରେଡ ମିନେରାଲ ପ୍ରାଇଭେଟ୍ ଲିମିଟେଡ ର ଜନ ଶୁଣାଣି ସଫଳ**

ଯୋଡ଼ା ୨୧/୦୩/୨୫:କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ବଡ଼ବିଲ ତହସିଲ ଅନ୍ତର୍ଗତ ଦୂବୁନା ଗ୍ରାମରେ ୬.୯୮ ଏକର ପରିମିତ ଅଂଚଳରେ ମେସର୍ସ ହାଇଗ୍ରେଡ ମିନେରାଲ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ...

ଜୁନାଗଡ଼-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ଚିଠାରେ ଧର୍ମଗଡ ବାଦ୍ ପଡ଼ିବା ନେଇ ଅସନ୍ତୋଷ।

କ୍ରିୟାନୁଷ୍ଠାନ କମିଟି ର ଜରୁରୀ ବୈଠକ। ପ୍ରସ୍ତାବିତ ଜୁନାଗଡ-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ବାକ୍ଷରଥିବା ଏକ ଚିଠିର କପି ପଦାକୁ...

କଂଗ୍ରେସ ବିଧାୟକ ଙ୍କ ଅଭିନବ ପ୍ରତିବାଦ

ରାଜ୍ୟରେ ବିଜେପି ସରକାରଙ୍କ ଏକଛତ୍ରବାଦୀ ନୀତି ବିରୋଧରେ କଂଗ୍ରେସ ଦଳର ବିଧାୟକ ମାନେ କଳା ପୋଷାକ ପିନ୍ଧି ଘଣ୍ଟ, ମହୁରୀ, ସାହାନାଇ ବଜାଇ ବିଧାନସଭା ପରିସରରେ ଅଭିନବ...

ଓଡ଼ିଆ ଜାତି ର ଗର୍ବ ପଖାଳ କୁ ମିଳୁ G I Tag ,

ବିଶ୍ଵ ପଖାଳ ଦିବସ ରେ ସ୍ୱର ଉଠାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ*********।ଓଡ଼ିଆ ଜାତିର ଖାଦ୍ୟ ପରମ୍ପରାରେ ପଖାଳର ସ୍ୱତନ୍ତ୍ର ପରିଚୟ ରହିଛି l କୋଟି ଓଡ଼ିଆଙ୍କ...

୮ ଦଫା ଦାବି ନେଇ ବିଏମଏସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ

ଭାରତୀୟ ମଜଦୂର ସଂଘ ପକ୍ଷରୁ ୧୮/୦୩/୨୫ ତାରିଖ ମଙ୍ଗଳବାର ଦିନ ୧୦.୪୫ ଘଣ୍ଟା ସମୟରେ ସ୍ଥାନୀୟ ଠକର ବାପା ଆଶ୍ରମ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି...

ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, (୧୯/୩): ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ। ଓଡ଼ିଶାର କ୍ରୀଡ଼ାବିତମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଆମକୁ ଗୌରବାନିତ୍ବ...

କୁଚିଣ୍ଡା ରେ ଅଦ୍ବିକା ଟେଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିଶୁ ବିକାଶ କାର୍ଯ୍ୟାଳୟ କୁଚିଣ୍ଡା ତରଫରୁ ଅଦ୍ବିକା ପ୍ରତିଭା ଚୟନ କାର୍ଯ୍ୟକ୍ରମ ସିଡିପିଓ କୁଚିଣ୍ଡା ରାଜଶ୍ରୀ ପରିଡା ଙ୍କ ତତ୍ବାବଧାନରେ ହୋଇଥିବା...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି l ବୈଠକରେ...

ୟୁଜିସ୍ ଡ୍ରାଫ୍‌ଟ୍-୨୦୨୫ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନ ସଭା ଘେରାଉ

ଭୁବନେଶ୍ଵର, ତା. ୧୮/୦୩ ରିଖ : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଡ୍ରାଫ୍‌ଟ୍ ୟୁଜିସି ରେଗୁଲେସନ ୨୦୨୫ ପ୍ରତିବାଦରେ ଏବଂ ବିଶେଷ କରି ଛାତ୍ରମାନଙ୍କର ସମସ୍ୟା...

ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଉଦଘାଟନ: ଆଜି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ତୋଷାଳି ହସ୍ତତନ୍ତ ମେଳା

ଭୁବନେଶ୍ଵର: ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଉନ୍ନବିଂଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୫ । ଏହି ଉପଲକ୍ଷେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ରାଜ୍ୟ...