August 20, 2026
Home » ରାଜନୀତି » Page 13

ରାଜନୀତି

ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ସଭା

ନୟାଗଡ:( ଇପିଏ ) ନୟାଗଡ ଓଡ଼ିଶା ସରକାର ( ବିଜେପି ) ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରାର ପ୍ରଚାର ପ୍ରସାର ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ...

ମହିଳା ଲୋକପ୍ରତିନିଧିଙ୍କ ପ୍ରତିସରକାରଙ୍କ ଏହା କି ପ୍ରକାର ସମ୍ନାନ

  କେନ୍ଦ୍ରାପଡ଼ା:ଜଣେ ମହିଳା ସରପଞ୍ଚଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ବ୍ୟବହାର, ଗାଳିଗୁଲଜ କରାଯିବା ସହ ପୁଲିସ୍‌ ତାଙ୍କୁ ମାଡ଼ ମାରିଥିବା ଭଳି ସଂଗିନ୍‌ ଅଭିଯୋଗ ହୋଇଛି। ଖାଲି ସେତିକି...

ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଏବଂ ଚିଙ୍ଗୁଡି ରପ୍ତାନୀର ହବ୍‌ ହେବ ଓଡ଼ିଶା: ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

  ଭୁବନେଶ୍ଵର: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲ୍ ଠାରେ "ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ" ଏବଂ "ଓଡ଼ିଶା...

ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ବିଳମ୍ବ ନେଇ ଆନ୍ଦୋଳନ ପାଇଁ ସଜବାଜ।

  ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ବିଳମ୍ବ ହେଉଥିବାରୁ ଜିଲା ମିଳିତ ନିଗରିକ କମିଟି କନ୍ଧମାଳ ପକ୍ଷରୁ ଉପ ସଭାପତି ନବ କିଶୋର ରଥ...

ମିଲର୍ସଙ୍କ ମନମାନି ଯୋଗୁଁ ମଣ୍ଡିରୁ ଉଠୁନି ଧାନ

ବଲାଙ୍ଗିର ଜିଲ୍ଲାରୁ ୨୨ ମିଲର୍ସ କିଣିବେ କଳାହାଣ୍ଡିରୁ ଧାନ। ୭ ମିଲର୍ସ କରିଲେଣି ଏଗ୍ରିମେଣ୍ଟ.... ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମିଲର୍ସମାନଙ୍କ ମନମାନି ଯୋଗୁଁ ଧାନ ଉଠାଣରେ...

ବୃଦ୍ଧ ବୃଦ୍ଧା ବିଧବା ବିକଲାଙ୍ଗ ଭତ୍ତା ଓ ସିଆରପି ଓ ଏମବିକେ ମାନଙ୍କର ଦରମା ଦେବା ପାଇଁ ବିଜେଡ଼ି ର ଦାବିପତ୍ର

   ଧର୍ମଗଡ ବିଜୁ ଜନତା ଦଳ ବ୍ଲକ ସଭାପତି ଡାକେ ଲହଜଲଙ୍କ ନେତୃତ୍ବରେ ଧର୍ମଗଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ସଦାଶିବ ନାଏକଙ୍କୁ ବୃଦ୍ଧ ବୃଦ୍ଧା ବିଧବା ବିକଲାଙ୍ଗ...

ପ୍ରଶ୍ନପତ୍ର ଲିକ କରି ଛାତ୍ର ଓ ଦେଶର ଭବିଷ୍ୟତ ଅନ୍ଧାର କରୁଥିବା ଲୋକ ପ୍ରକୃତ ଦେଶଦ୍ରୋହୀ : କହେଁୟା

  ଶିକ୍ଷାମନ୍ତ୍ରୀଙ୍କ ଘରକୁ ଆସି ଆକ୍ରୋଶ ଜାହିର କରିଛୁ, ଲଜ୍ୟାଥିଲେ ଇସ୍ତଫା ଦେବେ ଇସ୍ତଫା ନେଦେବା ପର୍ଯ୍ୟନ୍ତ ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ଲଢେଇ ହେବ ସମ୍ବଲପୁର ଠାରେ...

ଟାଟା ପାୱାରର ମନଇଚ୍ଛା ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଦଶପଲ୍ଲାବାସୀଙ୍କ ବିକ୍ଷୋଭ, ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

ନୟାଗଡ :  ( ଇପିଏ ) ନୟାଗଡ ଜିଲ୍ଲା ଦଶପଲ୍ଲାରେ ଟାଟା ପାୱାରର ମନଇଚ୍ଛା ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଦଶପଲ୍ଲା ବିଦ୍ୟୁତ୍ ଉପଭୋକ୍ତାମାନେ ଅକଥନୀୟ ଦୁର୍ଦ୍ଦଶା...

ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର

ସମ୍ବଲପୁର: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ପରିଚାଳନାରେ ବ୍ୟାପକ ତ୍ରୁଟି ଅଭିଯୋଗକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ରଣହୁଙ୍କାର ଦେଇଛନ୍ତି ଯୁବ କଂଗ୍ରେସ ନେତା କହ୍ନେୟା...

ରବିଧାନ ଉଠାଣ ରେ ବିଳମ୍ବ ଚାଷୀ ମାନଙ୍କ ଜାତୀୟ ରାଜପଥ ଅବରୋଧ

  ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥ ରେ ଯାତାୟାତ ବନ୍ଦ। କଳାହାଣ୍ଡି ଜିଲ୍ଲା ମଦନ ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ଚାଷୀଙ୍କ ଚିନ୍ତା...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।