August 29, 2026
Home » ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାରଙ୍କ ଶୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନ।

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାରଙ୍କ ଶୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନ।

0
WhatsApp Image 2026-08-29 at 3.58.43 PM

 

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାରା ରାଜ୍ୟରେ ପଞ୍ଚମ ଥର ଶୁଭଦ୍ରା କିସ୍ତି ପ୍ରଦାନ କରାଯାଇଥିବା ବେଳେ, ଦେବଗଡ ଜିଲ୍ଲାର ୮୦,୨୭୬ ହାଜର ମହିଳା ମା ମାନଙ୍କୁ ୫୦୦୦/ ହାଜର ଟଙ୍କା a/c ମାଧ୍ୟମରେ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି।

 

ଆଜି ସୁଦ୍ଧା ଦେବଗଡ ଜିଲ୍ଲା ରେ ୪,୦୧,୦୧୨ ହାଜର ମହିଳା ମାଆ ମାନେ ଶୁଭଦ୍ରା କିସ୍ତି ଟଙ୍କା ପାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି।

 

ଦେବଗଡ଼ ରୁ ଦେବାନନ୍ଦ ନାଏକଙ୍କ ସହିତ ଇପିଏ ନିୟୁଜ୍।

Leave a Reply

Your email address will not be published. Required fields are marked *