August 24, 2026
Home » ଖେଳ » Page 16

ଖେଳ

ପାରାଦୀପ କ୍ରିକେଟ ଲିଗ ଉଦଯାପିତ ଶ୍ରୀରାମ ସ୍ପୋର୍ଟିଂ ଚମ୍ପିୟାନ

ପାରାଦୀପ,: ତୃତୀୟ ପାରାଦୀପ କ୍ରିକେଟ ଲିଗ (ଗଙ୍ଗାଧର ଜେନା କପ) ଆଜି ଉଦଯାପିତ ହୋଇଯାଇଛି। ମଧୁବନ ଏନ୍ଏସି ଖେଳ ପଡ଼ିଆରେ ଏହି ଉଦଯାପନୀ ଦିବସ ବା ଫାଇନାଲ...

ଆନ୍ତର୍ବିଭାଗୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍-୨୦୨୫” ଉଦ୍ଘାଟିତ

ଖୋର୍ଦ୍ଧା-ଜଟଣୀ:- ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ (ଇକୋର୍ଷା)ଖୋର୍ଦ୍ଧା ରୋଡ୍ ଦ୍ୱାରା ରେଲୱେ ଷ୍ଟାଡିୟମ୍ ଠାରେ “ଆନ୍ତର୍ବିଭାଗୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍-୨୦୨୫” ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ୍ ଆସନ୍ତା...

ଜାତୀୟ T 10,ଟେନିସ କ୍ରିକେଟ ଚାମ୍ପିୟାନସିପ ପାଇଁ, ଓଡିଶା ଦଳର ଗୋଆ ଯାତ୍ରା.

ଚଳିତମାସ ୨୪ତାରିଖରୁ ୨୭ତାରିଖ ୪ଦିନ ବ୍ୟାପି ଗୋଆର ପାନଜୀ ସ୍ଥିତ କ୍ୟାମ୍ପଲ ଗ୍ରାଉଣ୍ଡ ଠାରେ ହେବାକୁ ଯାଉଥିବା ଜାତୀୟ T 10 ଟେନିସ କ୍ରିକେଟ ଚାମ୍ପିୟାନସିପ ପାଇଁ...

ଜିଲ୍ଲା ରେ ଉଦଘାଟିତ ହେଲା ଖେଲୋ ଇଣ୍ଡିଆ କେନ୍ଦ୍ର

ଜଗତସିଂହପୁର, ଆଜି ମଣି ଚରଣ ଶାରଳା ଏକାଡେମୀ, ତିର୍ତ୍ତୋଲ ଜଗତସିଂହପୁରଠାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋ - ଖୋ କୁ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ...

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ।

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ। ଆଜି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ...

ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବ ଖେଲୋ ଇଣ୍ଡିଆ ସେଣ୍ଟର: କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୦ଟି ଖେଲୋ ଇଣ୍ଡିଆ...

ଜାତୀୟ କନିଷ୍ଠ ହ୍ୟାଣ୍ଡବଲ ଦଳରେ ବ୍ରହ୍ମପୁର ର ଜ୍ଞାନ ଓ ହରିହର

ବ୍ରହ୍ମପୁର : ଆସନ୍ତା ୨୦ରୁ ୨୪ ପ୍ରଯ୍ୟନ୍ତ ଉତ୍ତରପ୍ରଦେଶର ଆକବର ପୁର ଠାରେ ହେବାକୁ ଥିବା ୪୭ ତମ ଜାତୀୟ କନିଷ୍ଟ ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଅଂଶଗ୍ରହଣ...

ଖେଲୋ ଇଣ୍ଡିଆ ଅନ୍ତର୍ଗତ ଖୋଖୋ କେନ୍ଦ୍ର ଉଦଘାଟିତ

କେନ୍ଦୁଝର: କେନ୍ଦୁଝର ନିଶାଗଡ଼ିଆସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଖୋଖୋ ପ୍ରଶିକ୍ଷଣ କେନ୍ଦ୍ରକୁ ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଆଭାସୀ...

ଭାମିନି ଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା ଆଭାଶି ମାଧ୍ୟମରେ ନବରଙ୍ଗପୁର ର ଭାମିନୀ ବିଦ୍ୟାଳୟ ଠାରେ ଏ ଥେଲେଟିକ...

ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ, କେସିଙ୍ଗା ଚମ୍ପିୟାନ,ରନର୍ସ ଅପ ହେଲା କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ସ୍ପୋର୍ଟସ କ୍ଲବ

ଭବାନୀପାଟଣା ସ୍ପୋର୍ଟସ ହଷ୍ଟେଲ ପଡିଆ ରେ ଚାଲିଥିବା ଅଣ୍ଡର ୧୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଥିବା ବେଳେ ଫାଇନାଲରେ କେସିଙ୍ଗା ଆଥେଲେଟିକ ଆସୋସିଏସନ...