April 1, 2026

Main Story

Editor’s Picks

Trending Story

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସୌଜନ୍ୟରେ ରେ ବିକାଶ ବାହନ ଯାତ୍ରା ଶୁଭ ଉଦଘାଟିତ

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସୌଜନ୍ୟରେ ରେ ବିକାଶ ବାହନ ଯାତ୍ରା ଶୁଭ ଉଦଘାଟିତ ହୋଇଯାଇଛି।ମାନ୍ୟବର ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ...

ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଲୋକନୃତ୍ୟ ଓ ଲୋକସଙ୍ଗୀତକୁ ଉପଭୋଗ କଲେ ଦର୍ଶକ

ସୁବର୍ଣ୍ଣପୁର: ଓଡିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ "ବର୍ଷ ଏକ ଉପଲବ୍ଧି ଅନେକ" ଶୀର୍ଷକ ଜିଲ୍ଲାସ୍ତରୀୟ ବିକାଶ ମେଳା - ୨୦୨୫ ସୁବର୍ଣ୍ଣପୁରର ରୟାଲ ପଡ଼ିଆଠାରେ...

ସର୍ବ ଭାରତୀୟ ନିଟ୍ ପରୀକ୍ଷା ରେ କୃତକାର୍ଯ୍ୟ ହେଲେ ସୋନପୁର ର କେ. ସ୍ନେହା

ସର୍ବ ଭାରତୀୟ ସ୍ତରରେ ନିଟ ପରୀକ୍ଷା ରେଜଲ୍ଟ ରେ ସୁବର୍ଣ୍ଣପୁର ସହର ଢେରାପଡ଼ା ର ଛାତ୍ରୀ କେ. ସ୍ନେହା କୃତକାର୍ଯ୍ୟ ହୋଇଛନ୍ତି lସୁଶ୍ରୀ ସ୍ନେହା ସର୍ବ ଭାରତୀୟ...

ଟାଟା ପାୱାର ର ମନମୁଖୀ କାମ: ବିପଦ ପୂର୍ଣ୍ଣ କେବୁଲ ପରିବର୍ତ୍ତନ ପାଇଁ ଟାଲଟୁଳ ନୀତି

ସୁବର୍ଣ୍ଣପୁର--- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଟାଟା ପାୱାର ଚାଷୀ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ବାରମ୍ବାର ହଇରାଣ କରିବା ସହିତ ପୁରୁଣା ଓ ନଷ୍ଟ ହୋଇଥିବା ବିଦ୍ୟୁତ୍...

ଶିକରପାଇ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟକର୍ମୀଙ୍କ ଭରସାରେ ଚାଲିଛି

, ୨୦ ହଜାର ଜନସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ, ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଜିଲ୍ଲା ଅଧିକାଂଶ ସମୟରେ ସ୍ବାସ୍ଥ୍ୟ...

ରାୟଗଡ଼ା ଜିଲ୍ଲାରେ ଶୁଭାରମ୍ଭ ହେଲା ବିକାଶ ମେଳା

ରାୟଗଡ଼ା : କେନ୍ଦ୍ରରେ ସରକାରଙ୍କ ୧୧ବର୍ଷ ପୂର୍ତି ଓ ଓଡିଶା ସରକାରର ୧ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାରେ ଗୁରୁବାର ବିକାଶ ମେଳାର...

ପାନୀୟ ଜଳ ଯୋଗାଣ ପାଇଁ ଉତ୍କଳ ଆଲୁମିନାର ପ୍ରୟାସ : ସ୍ଵଜଳ ଧାରା ଓ ୫ ସୌରାଚାଳିତ ନଳକୂଅ ଉଦଘାଟିତ

ରାୟଗଡା : ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ ସହଯୋଗୀ କମ୍ପାନୀ ପକ୍ଷରୁ ଦୁଇଗୋଟି ସ୍ଵଜଳ...

ରାୟଗଡ଼ା ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରlକରଣ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ବୃଦ୍ଧିକୁ ଆଶଙ୍କା କରି ଏହାର ନିରlକରଣ ନିମନ୍ତେ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ଶ୍ରୀମତୀ ପାରୁଲ ପଟାୱରୀ...

ରାୟଗଡ଼ା କୁମ୍ଭିକୋଟା , କୁଟୁଳି ଓ ନାକିଟିରେ ବୁଲିଲା ବିକାଶ ବାହନ

x ରାୟଗଡ଼ା :ରାୟଗଡା ବ୍ଳକର କୁମ୍ଭିକୋଟା , କୁଟୁଳି ଓ ନାକିଟି ଗ୍ରାମ ପଞ୍ଚାୟତରେ ଶୁକ୍ରବାର ବିକାଶ ବାହନ ଜନ ସଚେତନତା ସୃଷ୍ଟି ନିମନ୍ତେ ପ୍ରଚାର ଓ...

ଜିଟିଭି ଭାରତ ଓଡିଆ ଡିଜିଟାଲ୍ ନ୍ଯୁଜ ଚାନେଲର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ : ସାମ୍ବାଦିକ ଏକ ହେଲେ ଜିଲ୍ଲା ଓ ରାଜ୍ଯର ବିକାଶ ହେବ : ବିଧାୟକ ରାୟଗଡ ରାୟଗଡ଼ା: ତା : ୧୫/୦୬/୨୫ ଜିଟିଭି ଭାରତ ଓଡିଆ ଡିଜିଟାଲ ନ୍ଯୁଜ ଚାନେଲର ଅଷ୍ଟମ ବାର୍ଷିକ ଉତ୍ସବ ରାୟଗଡ଼ା ସଦର ମହକୁମା ସ୍ଥିତ ଲାୟନ୍ସ କ୍ଲବ ସଭାଗୃହ ଠାରେ ମୁଖ୍ଯ କାର୍ଯ୍ଯନିର୍ବାହୀ ସମ୍ପାଦକ ଶ୍ରୀ ରାମଦାସ ଲିମାଙ୍କ ସଭାପତିତ୍ବରେ ମହାଆଡମ୍ବରରେ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ଆପାଲସ୍ବାମୀ ମୁଖ୍ଯ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ଏକ ହେଲେ ଜିଲ୍ଲା ଓ ରାଜ୍ଯର ବିକାଶ ହେବ ବୋଲି କହିବା ସହ ସାମ୍ବାଦିକଙ୍କ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋକପାତ କରିଥିଲେ | ପୁଣି କହିଥିଲେ ସାମ୍ବାଦିକ ପ୍ରତ୍ଯକ୍ଷ ଭାବେ ଘଟଣାର ପୁଙ୍ଖାନୁପୁଙ୍ଖ ଓ ସତ୍ଯସତ୍ଯା ଜାଣିବା ଦରକାର, ସଭାସମିତି ଓ ପ୍ରଶାସନର ବୌଠକ ସମ୍ପର୍କୀତ ଖବର ଗୁଡିକ ସିଧାସଳଖ ପ୍ରକାଶ ଓ ପ୍ରସାରଣ କରୁଛନ୍ତି | ସାମ୍ବାଦିକ ମାନେ ଚାରିଭାଗରେ ଭାଗଭାଗ ହୋଇଥିବାରୁ ଶାସକ ନା ପ୍ରଶାସନ ତାଙ୍କୁ ଗୁରୁତ୍ବ ଦେଉନଥିବା ଭଳି ମନେ ହେଉଛି | ସାମ୍ବାଦିକଙ୍କ ସମସ୍ଯା ସମ୍ପର୍କରେ ଗାଁରୁ ବିଧାନସଭା ଯାଏଁ ମୁଁ ସ୍ବର ଉତ୍ତୋଳନ କରିଛି | ବିଧାନ ସଭାରେ ପ୍ରଶ୍ନ ମଧ୍ଯ କରିଛି | ୩ ଟଙ୍କା ସୁଧହାରରେ ତତ୍କାଳିନ ସରକାର ସାମ୍ବାଦିକଙ୍କୁ ଦେଇଛନ୍ତି ଗୃହ ଓ ଗାଡି ଋଣ ଯାହା ଯେଉଁ ସାମ୍ବାଦିକଙ୍କ ବାର୍ଷିକ ଆୟ ୫୦ ହଜାର ଟଙ୍କାରୁ କମ୍ ରହିଥିବ ସେମାନେ ଏହି ସୁବିଧା ପାଇବେ | ଏ କିପ୍ରକାର ନିୟମ, ଜଣେ ସାମ୍ବାଦିଙ୍କୁ ଗୋଟିଏ ମଟର ସାଇକଲ୍, ଗୋଟିଏ ମୋବାଇର ଅତ୍ଯନ୍ତ ଆବଶ୍ଯକ, ଏହା ନଥିଲେ ଆଜିର ଦିନରେ ସାମ୍ବାଦିକତା କରିବା କଷ୍ଟକର ହୋଇପଡିବ | ଗାଡି ଖର୍ଚ୍ଚ ଓ ଅନ୍ଯାନ୍ଯ ତଥା ପରିବାର ପ୍ରତିପୋଷଣ ଦେଖିଲେ ସରକାରଙ୍କ ଧାର୍ଯ୍ଯସୀମା ଠାରୁ ଟପିଯିବ ତେବେ କେମିତି ସେହି ସୁବିଧା ପାଇବେ ବୋଲି ପ୍ରଶ୍ନ କରିଥିଲେ | ସାମ୍ବାଦିକ ମାନେ ଏକ ନହେଲେ ବିଧାୟକ ଯେତେ ଟାଣିଉଟାରି ହେଲେ ମଧ୍ଯ ସାମ୍ବାଦିକଙ୍କ ସମସ୍ଯା ସମାଧାନ ହୋଇପାରିବ ନାହିଁ | ଶୁଣନ୍ତୁ ବିଧାୟକ କଣ କହିଛନ୍ତି | ସମ୍ମାନିତ ଅତିଥିଭାବେ ଜନ୍ମେଜୟ ସ୍ବାଇଁ ଜିଲ୍ଲା ସଭାପତି ତଥା ରାଜ୍ଯ ସାଂଗଠନିକ ସମ୍ପାଦକ ଯୋଗଦେଇ ସାମ୍ବାଦିକଙ୍କ ସମସ୍ଯା ସମ୍ପର୍କରେ ନିଜ ବକ୍ତବ୍ଯ ରଖିବା ପରେ ସମସ୍ତ ସାମ୍ବାଦିକ ଦଳଦଳ ନହୋଇ ଗୋଟିଏ ଦଳ ବା ଗୋଟିଏ ସଂଘ କଲେ ଭଲହେବ ବୋଲି ତାଙ୍କ ଭାଷଣଛଳରେ ନିଜ ପ୍ରସ୍ତାବ ଦେଇଥିଲେ | ଅନ୍ଯତମ ସମ୍ମାନିତ ଅତିଥି ଭାବେ ସେଞ୍ଚୁରିଆନ୍ ୟୁନିଭରସିଟିର ନିର୍ଦ୍ଦେଶକ ଡ. ରାଜେଶ କୁମାର ପାଢୀ, ଶ୍ରୀଯୁକ୍ତ ଗୋବିନ୍ଦ ରଥ, ନିର୍ଦ୍ଦେଶ, ଜିଷ୍ଟ୍ ଇଞ୍ଜିନିୟରିଂ କଲେଜ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ଯ ରଖିଥିଲେ | ମୁଖ୍ଯ ବକ୍ତାଭାବେ ଅବସରପ୍ରାପ୍ତ ଡେପୁଟି ଚାଇରେକ୍ଟର ଏବଂ ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋକପାତ କରିବା ସହ | ଜିଲ୍ଲାରେ ସରକାରଙ୍କ ଏତେ ସବୁ ଯୋଜନା ରହିଛି ଓ ତିନି ଚାରୋଟି ବଡବଡ କଳକାରଖାନା ରହିଥିବା ସତ୍ବେ ଜିଲ୍ଲାର ହଜାର ହଜାର ସଂଖ୍ଯକ ଆଦିବାସୀ ଓ ଦଳିତ ମହିଳା ଓ ପୁରୁଷ ଦାଦନ ଖଟିବାକୁ ବାହାର ରାଜ୍ଯକୁ ଯାଉଛନ୍ତି ଏବଂ ସେଠାରେ ନିର୍ଯ୍ଯାତନାର ଶିକାର ହୋଇ ପ୍ରାଣହରାଉଛନ୍ତି | ଏସମ୍ପର୍କେ ସରକାର କିମ୍ବା ଜିଲ୍ଲା ପ୍ରସାଶନ ଗୁରୁତ୍ବ ଦେଉନଥିବାରୁ ଦାଦନ ସମସ୍ଯା ଗୁରୁତର ହୋଇପଡିଛି | କ୍ଷମାସାଗର ନାଏକ ବ୍ଯୁରୋ ହେଡ୍ ଏବଂ ଡାରେକ୍ଟର ଶ୍ରୀ ଦୀପକ କୁମାର ପୃଷ୍ଠି ମଞ୍ଚାସୀନ ରହି କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ | ବିଭିନ୍ନ କ୍ଷେତ୍ର ଉଲ୍ଲେଖନିୟ ଅବଦାନ ପାଇଁ ନ୍ଯୁଜ ଚାନେଲ ତରଫରୁ ୧୭ ଜଣଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଯାଇଥିଲା | ସେମାନଙ୍କ ମଧ୍ଯରୁ ଜି ଭି ପ୍ରସାଦ, ପ୍ରସାଦ ଟେକ୍ନୋ ସ୍କୁଲ, ସମାଜସେବୀ ସୁବାଷ ବେହେରା, ବିଶ୍ବଜିତ ପଣ୍ଡା, ସାମ୍ବାଦିକ ନୟନ ରଞ୍ଜନ ପଣ୍ଡା ଏବଂ ଶିବ ପ୍ରସାଦ ମହାରଣା, ଡଃ ଉଲ ଚୈଧୂରୀ, ରାଜେନ୍ଦ୍ର ଦୁରିଆ, କେ ରମେଶ ଓ ଅନ୍ୟମାନଙ୍କୁ ସମ୍ମାନିତ ଓ ସମ୍ଵର୍ଦ୍ଦନା କରାଯାଇଛି।

ସାମ୍ବାଦିକ ଏକ ହେଲେ ଜିଲ୍ଲା ଓ ରାଜ୍ଯର ବିକାଶ ହେବ : ବିଧାୟକ ରାୟଗଡ ରାୟଗଡ଼ା:ଜିଟିଭି ଭାରତ ଓଡିଆ ଡିଜିଟାଲ ନ୍ଯୁଜ ଚାନେଲର ଅଷ୍ଟମ ବାର୍ଷିକ ଉତ୍ସବ...

Read MoreRead more about ଜିଟିଭି ଭାରତ ଓଡିଆ ଡିଜିଟାଲ୍ ନ୍ଯୁଜ ଚାନେଲର ଅଷ୍ଟମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ : ସାମ୍ବାଦିକ ଏକ ହେଲେ ଜିଲ୍ଲା ଓ ରାଜ୍ଯର ବିକାଶ ହେବ : ବିଧାୟକ ରାୟଗଡ ରାୟଗଡ଼ା: ତା : ୧୫/୦୬/୨୫ ଜିଟିଭି ଭାରତ ଓଡିଆ ଡିଜିଟାଲ ନ୍ଯୁଜ ଚାନେଲର ଅଷ୍ଟମ ବାର୍ଷିକ ଉତ୍ସବ ରାୟଗଡ଼ା ସଦର ମହକୁମା ସ୍ଥିତ ଲାୟନ୍ସ କ୍ଲବ ସଭାଗୃହ ଠାରେ ମୁଖ୍ଯ କାର୍ଯ୍ଯନିର୍ବାହୀ ସମ୍ପାଦକ ଶ୍ରୀ ରାମଦାସ ଲିମାଙ୍କ ସଭାପତିତ୍ବରେ ମହାଆଡମ୍ବରରେ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ଆପାଲସ୍ବାମୀ ମୁଖ୍ଯ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ଏକ ହେଲେ ଜିଲ୍ଲା ଓ ରାଜ୍ଯର ବିକାଶ ହେବ ବୋଲି କହିବା ସହ ସାମ୍ବାଦିକଙ୍କ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋକପାତ କରିଥିଲେ | ପୁଣି କହିଥିଲେ ସାମ୍ବାଦିକ ପ୍ରତ୍ଯକ୍ଷ ଭାବେ ଘଟଣାର ପୁଙ୍ଖାନୁପୁଙ୍ଖ ଓ ସତ୍ଯସତ୍ଯା ଜାଣିବା ଦରକାର, ସଭାସମିତି ଓ ପ୍ରଶାସନର ବୌଠକ ସମ୍ପର୍କୀତ ଖବର ଗୁଡିକ ସିଧାସଳଖ ପ୍ରକାଶ ଓ ପ୍ରସାରଣ କରୁଛନ୍ତି | ସାମ୍ବାଦିକ ମାନେ ଚାରିଭାଗରେ ଭାଗଭାଗ ହୋଇଥିବାରୁ ଶାସକ ନା ପ୍ରଶାସନ ତାଙ୍କୁ ଗୁରୁତ୍ବ ଦେଉନଥିବା ଭଳି ମନେ ହେଉଛି | ସାମ୍ବାଦିକଙ୍କ ସମସ୍ଯା ସମ୍ପର୍କରେ ଗାଁରୁ ବିଧାନସଭା ଯାଏଁ ମୁଁ ସ୍ବର ଉତ୍ତୋଳନ କରିଛି | ବିଧାନ ସଭାରେ ପ୍ରଶ୍ନ ମଧ୍ଯ କରିଛି | ୩ ଟଙ୍କା ସୁଧହାରରେ ତତ୍କାଳିନ ସରକାର ସାମ୍ବାଦିକଙ୍କୁ ଦେଇଛନ୍ତି ଗୃହ ଓ ଗାଡି ଋଣ ଯାହା ଯେଉଁ ସାମ୍ବାଦିକଙ୍କ ବାର୍ଷିକ ଆୟ ୫୦ ହଜାର ଟଙ୍କାରୁ କମ୍ ରହିଥିବ ସେମାନେ ଏହି ସୁବିଧା ପାଇବେ | ଏ କିପ୍ରକାର ନିୟମ, ଜଣେ ସାମ୍ବାଦିଙ୍କୁ ଗୋଟିଏ ମଟର ସାଇକଲ୍, ଗୋଟିଏ ମୋବାଇର ଅତ୍ଯନ୍ତ ଆବଶ୍ଯକ, ଏହା ନଥିଲେ ଆଜିର ଦିନରେ ସାମ୍ବାଦିକତା କରିବା କଷ୍ଟକର ହୋଇପଡିବ | ଗାଡି ଖର୍ଚ୍ଚ ଓ ଅନ୍ଯାନ୍ଯ ତଥା ପରିବାର ପ୍ରତିପୋଷଣ ଦେଖିଲେ ସରକାରଙ୍କ ଧାର୍ଯ୍ଯସୀମା ଠାରୁ ଟପିଯିବ ତେବେ କେମିତି ସେହି ସୁବିଧା ପାଇବେ ବୋଲି ପ୍ରଶ୍ନ କରିଥିଲେ | ସାମ୍ବାଦିକ ମାନେ ଏକ ନହେଲେ ବିଧାୟକ ଯେତେ ଟାଣିଉଟାରି ହେଲେ ମଧ୍ଯ ସାମ୍ବାଦିକଙ୍କ ସମସ୍ଯା ସମାଧାନ ହୋଇପାରିବ ନାହିଁ | ଶୁଣନ୍ତୁ ବିଧାୟକ କଣ କହିଛନ୍ତି | ସମ୍ମାନିତ ଅତିଥିଭାବେ ଜନ୍ମେଜୟ ସ୍ବାଇଁ ଜିଲ୍ଲା ସଭାପତି ତଥା ରାଜ୍ଯ ସାଂଗଠନିକ ସମ୍ପାଦକ ଯୋଗଦେଇ ସାମ୍ବାଦିକଙ୍କ ସମସ୍ଯା ସମ୍ପର୍କରେ ନିଜ ବକ୍ତବ୍ଯ ରଖିବା ପରେ ସମସ୍ତ ସାମ୍ବାଦିକ ଦଳଦଳ ନହୋଇ ଗୋଟିଏ ଦଳ ବା ଗୋଟିଏ ସଂଘ କଲେ ଭଲହେବ ବୋଲି ତାଙ୍କ ଭାଷଣଛଳରେ ନିଜ ପ୍ରସ୍ତାବ ଦେଇଥିଲେ | ଅନ୍ଯତମ ସମ୍ମାନିତ ଅତିଥି ଭାବେ ସେଞ୍ଚୁରିଆନ୍ ୟୁନିଭରସିଟିର ନିର୍ଦ୍ଦେଶକ ଡ. ରାଜେଶ କୁମାର ପାଢୀ, ଶ୍ରୀଯୁକ୍ତ ଗୋବିନ୍ଦ ରଥ, ନିର୍ଦ୍ଦେଶ, ଜିଷ୍ଟ୍ ଇଞ୍ଜିନିୟରିଂ କଲେଜ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ଯ ରଖିଥିଲେ | ମୁଖ୍ଯ ବକ୍ତାଭାବେ ଅବସରପ୍ରାପ୍ତ ଡେପୁଟି ଚାଇରେକ୍ଟର ଏବଂ ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ଯା ସମ୍ପର୍କରେ ଆଲୋକପାତ କରିବା ସହ | ଜିଲ୍ଲାରେ ସରକାରଙ୍କ ଏତେ ସବୁ ଯୋଜନା ରହିଛି ଓ ତିନି ଚାରୋଟି ବଡବଡ କଳକାରଖାନା ରହିଥିବା ସତ୍ବେ ଜିଲ୍ଲାର ହଜାର ହଜାର ସଂଖ୍ଯକ ଆଦିବାସୀ ଓ ଦଳିତ ମହିଳା ଓ ପୁରୁଷ ଦାଦନ ଖଟିବାକୁ ବାହାର ରାଜ୍ଯକୁ ଯାଉଛନ୍ତି ଏବଂ ସେଠାରେ ନିର୍ଯ୍ଯାତନାର ଶିକାର ହୋଇ ପ୍ରାଣହରାଉଛନ୍ତି | ଏସମ୍ପର୍କେ ସରକାର କିମ୍ବା ଜିଲ୍ଲା ପ୍ରସାଶନ ଗୁରୁତ୍ବ ଦେଉନଥିବାରୁ ଦାଦନ ସମସ୍ଯା ଗୁରୁତର ହୋଇପଡିଛି | କ୍ଷମାସାଗର ନାଏକ ବ୍ଯୁରୋ ହେଡ୍ ଏବଂ ଡାରେକ୍ଟର ଶ୍ରୀ ଦୀପକ କୁମାର ପୃଷ୍ଠି ମଞ୍ଚାସୀନ ରହି କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ | ବିଭିନ୍ନ କ୍ଷେତ୍ର ଉଲ୍ଲେଖନିୟ ଅବଦାନ ପାଇଁ ନ୍ଯୁଜ ଚାନେଲ ତରଫରୁ ୧୭ ଜଣଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଯାଇଥିଲା | ସେମାନଙ୍କ ମଧ୍ଯରୁ ଜି ଭି ପ୍ରସାଦ, ପ୍ରସାଦ ଟେକ୍ନୋ ସ୍କୁଲ, ସମାଜସେବୀ ସୁବାଷ ବେହେରା, ବିଶ୍ବଜିତ ପଣ୍ଡା, ସାମ୍ବାଦିକ ନୟନ ରଞ୍ଜନ ପଣ୍ଡା ଏବଂ ଶିବ ପ୍ରସାଦ ମହାରଣା, ଡଃ ଉଲ ଚୈଧୂରୀ, ରାଜେନ୍ଦ୍ର ଦୁରିଆ, କେ ରମେଶ ଓ ଅନ୍ୟମାନଙ୍କୁ ସମ୍ମାନିତ ଓ ସମ୍ଵର୍ଦ୍ଦନା କରାଯାଇଛି।