June 28, 2026

Main Story

Editor’s Picks

Trending Story

ଗଣିଆ ଲଙ୍କା ପୋଡ଼ି ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳା ଉଦଘାଟିତ

ଗଣିଆ - ଗଣିଆ ଲଙ୍କା ପୋଡ଼ି ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳା ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ...

ମା ମହୁରୀ ଗଡ଼ କାଲୁଆ ଙ୍କ ଜଳ ଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର : ଟାମଣା କଙ୍କିଆ ରେ ଅବସ୍ଥିତ ମା ମହୁରୀ ଗଡ଼ କାଳୁଆ ଙ୍କ ନୂତନ ପାର୍ଶ୍ଵ ମନ୍ଦିର ଓ ମା ଙ୍କ ନବନିର୍ମାଣ ମନ୍ଦିର ପ୍ରତିଷ୍ଠା...

ନିଶା ସେବନ ଜୀବନ ନାଶର କାରଣ ଡିହିରାକୁଳ ନିଶାମୁକ୍ତ ଗ୍ରାମ ଭାବେ ଘୋଷିତ

ଉଦଳା : ନିଶାସେବନ ଏକ ସାମାଜିକ ବ୍ୟାଧି, ଆର୍ôଥକ, ମାନସିକ, ପାରିବାରିକ, ସାମାଜିକ, ଦୁର୍ଘଟଣା ଇତ୍ୟାଦି ବହୁ ସମସ୍ୟା ଏହି ବ୍ୟାଧି ସହିତ ଜଡିତ । ଏହାର...

ମଧୁସୂଦନ ପାର୍କରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଖଣ୍ଡଗିରି:- ପୋଖରୀପୁଟ ମଧୁସୂଦନ ପାର୍କରେ ଥିବା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ପ୍ରଦାନ ପୂର୍ବକ ୧୭୮ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଉକ୍ତ...

ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର।

ସମବାୟ ବିଭାଗ ପକ୍ଷରୁ ଚଳିତ ବର୍ଷ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ବିଭିନ୍ନ ଆଲୋଚନା ,ସଭା ସମିତି, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଏହି ଅବସରରେ ଜିଲା...

ମା’ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ ।

ଯୋଡ଼ା - କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଗୁଆଲି ଛକରେ ଥିବା ମା’ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ମନ୍ଦିର କମିଟି...

ଖଣି ଅଞ୍ଚଳରେ ସ୍ଲରୀ ପାଇପ ଲାଇନ୍ ଯୋଗେ ଲୁହାପଥର ପରିବହନ କୁ ତୀବ୍ର ବିରୋଧ*

"ଜଳସେଚନ ନାମରେ ଶିଳ୍ପ ପ୍ରୋତ୍ସାହନ? କାନପୁର ପ୍ରକଳ୍ପ ଉପରେ ଟ୍ରକ୍ ମାଲିକ ସଂଘ ରଖିଲେ ପ୍ରଶ୍ନଚିହ୍ନ" ଯୋଡା - କେନ୍ଦୁଝର ଜିଲ୍ଲା ର ସମସ୍ତ ଟ୍ରକ୍ ମାଲିକ...

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ, ଜିଲ୍ଲାରେ ମେ ୧୫ରୁ ରବି ଧାନ କ୍ରୟ ଆରମ୍ଭ l

ସୁବର୍ଣ୍ଣପୁର--- ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ...

ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ ପାଳିତ

ସୁବର୍ଣ୍ଣପୁର--- ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା କୃଷି...

ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି l ଚାଷୀ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ନିର୍ଦେଶ ରାୟଗଡା ଆସନ୍ତା ମଇ ମାସ ୨୦ତାରିଖରୁ...