August 29, 2026

Main Story

Editor’s Picks

Trending Story

ଧାନ ଫସଲ ନଷ୍ଟ ଓ ପ୍ରଭାବିତ ଜମିର କ୍ଷତି ପୂରଣ ପାଇଁ ବିଜେଡ଼ି ର ଦାବୀ !

ଅଦିନିଆ ବର୍ଷା ଓ ଝଡି ବର୍ଷା, କୋହଲା ପାଗରେ ହଜାର ହଜାର ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି । ଏପରିକି ପ୍ରଭାବିତ ଜମିରେ ଫସଲ...

ସର୍ବ ଭାରତୀୟ ବାବଣ୍ଡl କପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ

ଦେଓଗଡ଼ ଜିଲ୍ଲା ଇନ୍ଧିରାଗାନ୍ଧି ଷ୍ଟûଡିଓମ ଠାରେ ବାବଣ୍ଡl କପ ଚାଲିଛି l ରହର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିଖ୍ୟକ ଶ୍ରୀ ଅନିଲ କୁମାର...

ସଂକଳ୍ପ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ରାଳବ ସ୍ଥିତ ସଂକଳ୍ପ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଚିତ୍ତାକର୍ଷକ ନୃତ୍ୟ ଓ ସୁମଧୁର ସଙ୍ଗୀତର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉକ୍ତ...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

ପାରାଦୀପ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରାଦୀପ ର ୩୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଗତକାଲି ଜୟଦେବ ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଆଚାର୍ଯ୍ୟ ଧରଣୀଧର...

ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ପାଇଁ ସୋଆକୁ ଗୋଲ୍ଡେନ୍ ଷ୍ଟାର ଆଇକନ୍ ସମ୍ମାନ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଗତ ଶନିବାର ନୂଆଦିଲ୍ଲୀ ଠାରେ ଆଭିଭା କିଅନ୍ ପକ୍ଷରୁ ‘ଲିଡର ଇନ୍ ଏଜୁକେସ୍‌ନାଲ୍ ଡେଭଲପ୍‌ମେଂଟ...

ଖବର କାଗଜ ବିତରକ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

ନୟାଗଡ଼: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶୀତବସ୍ତ୍ର ବଣ୍ଟନ...

ଆଜି ନୟାଗଡ଼ ଜିଲ୍ଲା ମହୋତ୍ସବ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ନୟାଗଡ଼ ଜିଲ୍ଲା ମହୋତ୍ସବ ଆଜି ଠାରୁ ୨୮ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ଧୁମଧାମରେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ଜୋରସୋରରେ ଲାଗିପଡ଼ିଥିବା ଜଣାପଡ଼ିଛି ।ମଞ୍ଚରେ ବିଭିନ୍ନ ନାମକରା...

ଜାତୀୟ ସିନିୟର୍ ହ୍ୟାଣ୍ଡବଲ ଦଳରେ ବ୍ରହ୍ମପୁରର ଅଭିନାଶ ଏବଂ ବିକାଶ

ବ୍ରହ୍ମପୁର :ଆସନ୍ତା ୨୭ରୁ ୨୯ତାରିଖ ପର୍ଯ୍ୟନ୍ତ କେରଳ ର କୋଟାୟାମ ଠାରେ ହେବାକୁ ଥିବା ୫୧ତମ ବରିଷ୍ଟ ଜାତୀୟ ହ୍ୟାଣ୍ଡବଲରେ ଅଂଶ ଗ୍ରହଣ କିରିବାକୁ ବ୍ରହ୍ମପୁରର ଏହି...

ବ୍ରହ୍ମପୁର କଳାକାର ଏକତା ମଂଚର ଦ୍ଵିତୀୟ ବାର୍ଷିକ ଉତ୍ସବ । ନାଟକ”ଓଲଟା ପାଲଟା” ମନ ମୋହିଲା

। ବ୍ରହ୍ମପୁର--ବ୍ରହ୍ମପୁର ସହରର ୨୦ ରୁ ଉର୍ଦ୍ଧ୍ବ ନାଟ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନକୁ ନେଇ ଗଠିତ "ବ୍ରହ୍ମପୁର କଳାକାର ଏକତା ମଂଚ"ର ଦ୍ଵିତୀୟ ବାର୍ଷିକ ଉତ୍ସବ ରବିବାର...

କ୍ରାନ୍ତିର ଅଭିନବ ପ୍ରୟାସ

ରକ୍ତଦାନ ଶିବିର ଅବସରରେ ରକ୍ତ ଦାତାଙ୍କୁ ବୃକ୍ଷ ଦାନ ଦେଇ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ତା:୨୨.୧୨.୨୦୨୪ ସ୍ଥାନୀୟ ବ୍ରହ୍ମ।ନଗର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ...