August 29, 2026

Main Story

Editor’s Picks

Trending Story

ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇବ !

ଭୁବନେଶ୍ବର: ୨୦୨୫-୨୬ ଆ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି ।ର୍ଥିକ...

ଜାନୁଆରୀରୁ ମିଳିବ ନୂଆ ରାସନକାର୍ଡ଼

ଭୁବନେଶ୍ୱର: ନୂଆ ସରକାର କ୍ଷମତାକୁ ଆସିବା ପରେ ଜାଲ୍‌ ରାସନକାର୍ଡ଼ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ସରକାର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ଼ ପ୍ରଦାନ କରିଥିଲେ।...

36 ତମ ସର୍ବ ଭାରତୀୟ ଲାଲମନି କ୍ରିକେଟ ଜାନୁଆରୀ 19 ରୁ 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l

ସୁବର୍ଣ୍ଣପୁର -- 36 ତମ ସର୍ବ ଭାରତୀୟ ଲାଲମନି କ୍ରିକେଟ ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟାଳୟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଟିତ...

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମ୍ବଡୋଳା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ...

ବିଜେପି ଯୁବମୋର୍ଚ୍ଚା ପକ୍ଷ ରୁ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ

ସଂସଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବରିଷ୍ଠ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଧକ୍କା ଦେଇ ଲହୁଲୁହାଣ କରିଥିବା ଘଟଣା କୁ ନେଇ...

କେନ୍ଦ୍ରୀୟ ବିଦ୍ୟାଳୟ 2ବଲାଙ୍ଗୀର ର 29ତମ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ 2ର 29ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି lବିଦ୍ୟାଳୟ ର ଅଧକ୍ଷ ଗଣେଷ ରାମ ପ୍ରଧାନ ଙ୍କ ଅଧକ୍ଷତା ଅନୁଷ୍ଠିତ...

ସଦଭାବନା ଓ ଆଲିମକୋ ର ସହାୟକ ଉପକରଣ ବଣ୍ଟନ ନିମନ୍ତେ ଚିହ୍ନଟ ଶିବିର।

କେନ୍ଦୁଝର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଦଭାବନା ଓ ଭାରତ ସରକାର ଙ୍କ ଆଲିମକୋ ସଂସ୍ଥା ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ରଘୁନାଥପୁର ଗ୍ରାମ ର ପ୍ରୟାସ...

ଯୋଡ଼ା-ବଡ଼ବିଲ ଅଞ୍ଚଳରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘କିଶୋରୀ ଏକ୍ସପ୍ରେସ’ର ଶୁଭାରମ୍ଭ

ଯୋଡ଼ା - କିଶୋରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା, ବିଶେଷ କରି ସେମାନଙ୍କୁ ଆନେମିଆମୁକ୍ତ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ...

ଅଦିନିଆ ବର୍ଷା ରେ ଭିଜିଲା ଧାନ, ଚିନ୍ତା ରେ ଚାଷୀ

ସୁବର୍ଣ୍ଣପୁର ---ବିଲରେ ପଡି ରହିଛି ଅମଳ ଧାନ । ଆଉ କିଛି ଦିନ ପରେ ଧାନ ଅମଳ କରି ଘରକୁ ନେଇଥାନ୍ତା ଚାଷୀ । କିନ୍ତୁ ଅଦିନିଆ...

ସାମ୍ବାଦିକ ସମ୍ମିଳନୀ। ସର୍ବ ଭାରତୀୟ ବାମ୍ବଣ୍ଡା କୋପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ।

ଦେଓଗଡ଼ ଜିଲ୍ଲା ଇନ୍ଧିରା ଷ୍ଟlଡିଓମ ଠାରେ ଅନୁଷ୍ଟିତ ହେବା କୁ ଥିବା। 34 ତମ ବାମ୍ବଣ୍ଡା କୋପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ ଆସନ୍ତା 23/12 ଠାରୁ 29/12 ପର୍ଯ୍ୟନ୍ତ...