November 7, 2026
Home » epa news

epa news

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ

    ଭୁବନେଶ୍ୱର:ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା, ସମ୍ବେଦନଶୀଳତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ...

ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬

  ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬'। ରଗ୍‌ବୀ ଇଣ୍ଡିଆ, କ୍ରୀଡ଼ା ଓ ଯୁବସେବା...

ସହରୀ ବିକାଶମୂଳକ ପଦକ୍ଷେପର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ

    ଭୁବନେଶ୍ୱର:ରାଜ୍ୟର ସହରାଞ୍ଚଳରେ ଚାଲିଥିବା ପ୍ରମୁଖ ବିକାଶମୂଳକ ପଦକ୍ଷେପ ଓ ବିଭାଗର ପ୍ରାଥମିକତାଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ...

ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର:ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌?ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ସେ ତତ୍‌?କାଳୀନ ସମାଜରେ...

ଭତ୍ତା ଅର୍ଥ ହେରଫେର ମାମଲା: ଭିଜିଲାନ୍ସ ଦୁର୍ନୀତି ମାମଲାରେ ପିଇଓ ଦୋଷୀ ସାବ୍ୟସ୍ତ, ୪ ବର୍ଷ କାରାଦଣ୍ଡ

  ​ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଏକ ବଡ଼ଧରଣର ଦୁର୍ନୀତି ବିରୋଧୀ ପଦକ୍ଷେପ ସ୍ୱରୂପ, ଓଡ଼ିଶା ଭିଜିଲାନ୍ସ କୋର୍ଟ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚହକା ଗ୍ରାମପଞ୍ଚାୟତର ପଞ୍ଚାୟତ...

ଦୀର୍ଘ ୪୨ ଘଣ୍ଟା ପରେ ମିଳିଲା ନିଖୋଜ ଛବି ମାଝୀଙ୍କ ମୃତଦେହ

  ଝାରବନ୍ଧ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରୁ ଉଦ୍ଧାର.... କଲମପୁର: ଦୀର୍ଘ ୪୨ ଘଣ୍ଟାର ଖୋଜାଖୋଜି ପରେ ଶେଷରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରୁ ନିଖୋଜ...

ଧର୍ମଗଡ ତାଲୁକ ଆଇନ ସେବା ପକ୍ଷରୁ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଆଇନ ସଚେତନତା କାର୍ଯ୍ୟକ୍ରମ।

  ଧର୍ମଗଡ଼: ତାଲୁକ ଆଇନ ସେବା କମିଟି, ଧର୍ମଗଡ଼ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ସପ୍ତାହ ବ୍ୟାପି ଚାଲିଥିବା ଆଇନ ସଚେତନତା କାର୍ଯ୍ୟକ୍ରମ ଅବସରରେ...

ଧର୍ମଗଡ଼ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ

​ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ: ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଶୁଭାରମ୍ଭ। ​ଧର୍ମଗଡ଼ :ଧର୍ମଗଡ଼ ବ୍ଲକ ଧଅଁରପୁର ଗ୍ରାମଠାରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ...

କଳାହାଣ୍ଡି ସ୍ୱାର୍ଥ ସହ ସାଲିସ୍ ହେଲେ ରାଜରାସ୍ତାକୁ ଓହ୍ଲାଇବ ଯୁବ ବିଜେଡି

​ଧର୍ମଗଡ଼-ଜୟପାଟଣାକୁ ନବରଙ୍ଗପୁର ଡାକ ମଣ୍ଡଳରେ ସାମିଲ ପ୍ରସ୍ତାବ ଓ ଦୂରଦର୍ଶନ-ଆକାଶବାଣୀ ଅବହେଳାକୁ ନେଇ କ୍ଷୋଭ; ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲେ ଅବିନାଶ ଠାକୁର ​ଭବାନୀପାଟଣା: କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରେ...

ସୁବର୍ଣ୍ଣପୁରର ମୌଳିକ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

: ରିଂରୋଡ୍, ରେଳଷ୍ଟେସନକୁ ସଂଯୋଗୀକରଣ ଓ ବ୍ଲକ୍ ଛକର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ l ସୁବର୍ଣ୍ଣପୁର-- ସୁବର୍ଣ୍ଣପୁର ସହରର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଏବଂ ଦୀର୍ଘଦିନରୁ...