October 11, 2026
Home » epa news » Page 4

epa news

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

  ଗତ ତିନିଦିନ ଧରି କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଚାଲିଥିବା ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହରେ...

ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

  ଭୁବନେଶ୍ୱର:ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ପାଇଁ ଆୟୋଜିତ ଏକଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମର ଦ୍ୱିତୀୟ ବୈଷୟିକ ଅଧିବେଶନରେ "ସୋସିଆଲ ମିଡିଆ ଟ୍ରେଣ୍ଡ: ସରକାରୀ ସୂଚନା ଅଧିକାରୀଙ୍କ ପାଇଁ...

‘ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା’ ଉପରେ ପ୍ରଥମ ଅଧିବେଶନ

    ଭୁବନେଶ୍ୱର,: ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା, ଡିଜିଟାଲ୍‌ ସଂଚାରର ପରିବର୍ତ୍ତିତ ସ୍ୱରୂପ ଏବଂ ସରକାରୀ ସୂଚନାର ପ୍ରଭାବଶାଳୀ ପ୍ରସାର ସମ୍ପର୍କରେ ଓଡ଼ିଶା ସୂଚନା ସେବା...

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

  ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣରେ ଆମର ଯୁବ ସମାଜ ହିଁ ପ୍ରମୁଖ ଭୂମିକା...

ଏରବଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ପରିଷଦର ବନ୍ଧୁ ମିଳନ ଡିସେମ୍ବର ୧୩ରେ

  ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ୧୯୬୩ ମସିହାରେ ସ୍ଥାପିତ ଅଞ୍ଚଳର ଅଗ୍ରଣୀ ତଥା ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଏରବଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର...

ହିର୍ଲି ଡଙ୍ଗରିର ବିକାଶ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

୪ କୋଟି ୯୯ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟରେ ପର୍ଯ୍ୟଟନ ଭିତ୍ତିଭୂମିର ହେବ ବିକାଶ ନବରଙ୍ଗପୁର: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ସବୁଜ ବନାନୀ ଓ ପାହାଡ଼ିଆ...

ନବରଙ୍ଗପୁର କଲେଜରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କର୍ମଶାଳା

ଆଇନଗତ ଅଧିକାର, ଅଭିଯୋଗ ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା ନେଇ ଛାତ୍ରୀଙ୍କୁ ସଚେତନତା ନବରଙ୍ଗପୁର: ମହିଳାଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସମାନତାଭିତ୍ତିକ ପରିବେଶ ଗଠନ...

ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଏବଂ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ମହାନଗର ନିଗମ (BMC) ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ରାଜଧାନୀ ଭୁବନେଶ୍ୱରରେ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଏବଂ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ...

ଦପଲା ଟିଓଏମଇ ବିଦ୍ୟାଳୟ ରେ ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତୀ ପାଳିତ l

ସୁବର୍ଣ୍ଣପୁର --ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା କ୍ଲଷ୍ଟର ସଦର ଟିଓଏମଇ ବିଦ୍ୟାଳୟ ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ 149ତମ ଜୟନ୍ତୀ ପାଳିତ ହୋଇଯାଇଛି...

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (AHSC) ପରୀକ୍ଷା ପାଇଁ A1 ଆଶାୟୀ ଶିବିର ଉଦ୍‌ଘାଟିତ

ଧର୍ମଗଡ଼ : ଆଗାମୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (AHSC) ପରୀକ୍ଷା-୨୦୨୭ରେ ଉତ୍କୃଷ୍ଟ ଫଳାଫଳ ସହ A1 ଗ୍ରେଡ୍ ହାସଲ କରିବା ଲକ୍ଷ ନେଇ ଧର୍ମଗଡ଼ ଠାରେ A1...