August 22, 2026
Home » epa news » Page 319

epa news

ଶ୍ରୀମନ୍ଦିର ବାହ୍ୟ ପରିକ୍ରମା ମାର୍ଗ ଏବେ ଅବ୍ୟବସ୍ଥା ଘେରରେ

ଶ୍ରୀମନ୍ଦିର ବାହ୍ୟ ପରିକ୍ରମା ମାର୍ଗ ଏବେ ଅବ୍ୟବସ୍ଥା ଘେରରେ। ବାହ୍ୟ ପରିକ୍ରମା ମାର୍ଗ ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି। ଫଳରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି...

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜନ୍ମବେଦୀ ଶ୍ରୀ ଗୁଣ୍ଡିଚା ର ଚାରିପାର୍ଶ୍ୱ ର ଉନ୍ନତି କରଣ ହେବ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜନ୍ମବେଦୀ ଶ୍ରୀ ଗୁଣ୍ଡିଚା ର ଚାରିପାର୍ଶ୍ୱ ର ଉନ୍ନତି କରଣ ହେବ। ମନ୍ଦିର ର ଚାରିପାଖ ରେ ସୋନ୍ଦର୍ଯ୍ୟକରଣ କାର୍ଯ୍ଯ ଓ ସୁନ୍ଦର...

ପୁରୀ ପୌରପାଳିକା କୁ ମହାନଗର ର ମାନ୍ୟତା

ରାଜ୍ୟ ସରକାର ପୁରୀ ପୌରପାଳିକା କୁ ମହାନଗର ର ମାନ୍ୟତା ଦେଇଛନ୍ତି। ଏ ନେଇ ସରକାରୀ ସ୍ତରରେ ଗେଜେଟ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇ ସାରିଛି। ଜଗନ୍ନାଥ୍...

ଯୁବକର ତଣ୍ଟି କାଟି ହତ୍ୟା

ପୁରୀ ସ୍ବର୍ଗଦ୍ବାର ନିକଟ ଚୈତନ୍ୟ ଛକରେ ଅଭାବନୀୟ ଘଟଣା। ଜଣେ ଯୁବକର ତଣ୍ଟି କାଟି ହତ୍ୟା କରିଛି ଜଣେ ଯୁବକ। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ...

ମହିଳା କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ପିପିଲି ନିକଟସ୍ଥ ଆଡଭେଞ୍ଚର ରିସୋର୍ଟରେ ଚାଲିଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ...

ପ୍ରଦୂଷଣ ନାମରେ ସରକାରଙ୍କ ଗୁଣ୍ଡାଗିରି : ଭକ୍ତ

ରାଜ୍ୟରେ ସାଧାରଣ ଲୋକଙ୍କଠାରୁ ବିଭ୍ରାନ୍ତିକର ପ୍ରଦୂଷଣ ଫାଇନ ଆଦାୟ ଏବଂ ସରକାର ଏହି ଜିଜିଆ କରକୁ ସମ୍ପୂର୍ଣ ପ୍ରତ୍ୟାହାର କରିବା ଦାବୀକୁ ନେଇ ପିସିସି ଗଣମାଧ୍ୟମ ବିଭାଗ...

ଧର୍ମଗଡ ଠାରେ ଏଲ୍‌ଇଡି ବୋର୍ଡ ଉଦ୍‌ଘାଟିତ

ଧର୍ମଗଡ଼ :ଧର୍ମଗଡ଼ ଏନଏସି ଅନ୍ତର୍ଗତ ଚାରିଛକ ନିକଟରେ ନୂତନ ଏଲ୍‌ଇଡି ବୋର୍ଡର ଉଦ୍‌ଘାଟନ ହୋଇଛି। କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି ଭାବରେ...

ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ର ତୃତୀୟ ସନ୍ଧ୍ୟାରେ ପ୍ରବଳ ଭିଡ଼*

ସୁବର୍ଣ୍ଣପୁର --ସୁବର୍ଣ୍ଣପୁର ଜିଲ୍ଲାର କଳା, ସଂସ୍କୃତି, ଐତିହ ଓ ବିକାଶ ଧାରାର ବାର୍ତ୍ତାଵହ ୩୨ ତମ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ...

ଶ୍ରମିକ ଙ୍କୁ ସଚେତନ କଲେ ଶ୍ରମ ଅଧିକାରୀ

ସୁବର୍ଣ୍ଣପୁର: ରାଜ୍ୟ ସରକାର ଶ୍ରମିକ ଙ୍କ ନିମନ୍ତେ ଅନେକ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶ୍ରମିକ ମାନଙ୍କ...

ଡୁଙ୍ଗୁରିପାଲି ପି ଏମ୍ ଶ୍ରୀ କୁଶଲେଶ୍ଵର୍ ଉଚ୍ଚ ବିଦ୍ୟାଳୟ ରେ ପି ଏମ୍ ଶ୍ରୀ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର-- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ରେ ପି ଏମ୍ ଶ୍ରୀ ଉତ୍ସବ ୨୦୨୫-୨୬ ଅନୁଷ୍ଠିତ...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।