August 22, 2026
Home » epa news » Page 326

epa news

ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ସବ୍ କମିଟି ପ୍ରସ୍ତୁତି ର ସମୀକ୍ଷା ବୈଠକ

ଭବାନୀପାଟଣା :ଚଳିତ ବର୍ଷ ଚାରି ଦିନ ପରିବର୍ତ୍ତେ ପାଞ୍ଚ ଦିନ ଧରି ଜିଲ୍ଲା ସ୍ତରୀୟ ଉତ୍ସବ। କଳାହାଣ୍ଡି ର ଲୋକମହୋତ୍ସବ ଘୁମୁରା ୨୦୨୬ ର ସଫଳ ଆୟୋଜନ...

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ

କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ବାଲିଗୋରଡ଼ ସନ୍ନିକଟ ରାମିଆଳ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି l ଉପଖଣ୍ଡ ସାମ୍ବାଦିକ ସଂଘ ର ସଭାପତି...

ମାତା ରାଣୀସତୀଙ୍କ ରଥକୁ ଭବ୍ୟ ସ୍ୱାଗତ

ଟିଟିଲାଗଡ: ରାଜସ୍ଥାନରୁ ମଙ୍ଗଳ ବିହାରରେ ବାହାରିଥିବା ମାତା ରାଣୀ ସତୀଙ୍କ ରଥକୁ ସୋମବାର ଦିନ ଟିଟିଲାଗଡରେ ଭବ୍ୟ ସ୍ୱାଗତ ଜ୍ଞାପନ କରାଯାଇଛି। ଗତ ଶନିବାର ରଥ ପଡୋଶୀ...

୧୯ତମ ସ୍ଵନକ୍ଷତ୍ର ଅବସରରେ କୋଶଲଟାଇମର ପୂଜ୍ୟପୂଜା ଓ ସନ୍ଥଙ୍କର ପଦଧୌତ କାର୍ଯ୍ୟକ୍ରମ

ପାକ୍ଷିକପତ୍ରିକା "କୋଶଲଟାଇମ"ର ୧୯ତମ ସ୍ଵନକ୍ଷତ୍ର ଦିବସ ଅବସରରେ ପୂଜ୍ଯପୂଜା ଏବଂ ସନ୍ଥମାନଙ୍କର ପଦପ୍ରକ୍ଷାଳନ କାର୍ଯ୍ୟକ୍ରମ ସ୍ଥାନୀୟ ଶିବାନନ୍ଦ ଆଶ୍ରମର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ...

ରାଜଗିରି ମହାବୀର ପୀଠର ବିକାଶ ଦାଇତ୍ୱ ନେଲା ମହାବୀର ବିକାଶ ମଞ୍ଚ ।

ନୟାଗଡ଼: ନୟାଗଡ଼ ଜିଲ୍ଲା ବନଖଣ୍ଡ ତଥା ଖଣ୍ଡପଡ଼ା ବନାଞ୍ଚଳ ଅନ୍ତର୍ଭୁକ୍ତ ରାଜଗିରିର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ କ୍ରିଦାଶପୁର, ମାଳିସାହି ଓ ବାଲୁଗାଁ ଆଦି ପଞ୍ଚାୟତର ୧୫...

“ସଙ୍ଗିତାଧାରା” ଅନୁଷ୍ଠାନ ଭକ୍ତି ସଙ୍ଗୀତ ପ୍ରତିଯୋଗିତା,୧୧ରେ ନୟାଗଡ଼ ବ୍ଲକ ଅଡିସନ

ନୟାଗଡ଼: ନୟାଗଡ ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ସିଜିନ-୩ ପ୍ରତିଯୋଗିତାର ବ୍ଳକସ୍ତରୀୟ ଅଡିସନ...

ସୋନପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି...

ଜାନୁଆରୀ 14 ରୁ 19 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପଲଶାଗୋରାର ପ୍ରସିଦ୍ଧ ମକର ମହୋତ୍ସବ – 2026

ସୁବର୍ଣ୍ଣପୁର --- ପ୍ରସିଦ୍ଧ ମକର ମହୋତ୍ସବ - 2026 ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ( ବଘିଆବାହାଲ ) ଠାରେ ଜାନୁଆରୀ 14 ରୁ 19...

ବିଦ୍ୟୁତ୍ ମିଟର ରିଡର ସମେତ ୨ଜଣ ଚୋର ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ଗିରଫ,

୯କେଜି ରୂପା ଓ ୧୦ତୋଳା ସୁନା ଅଳଙ୍କାର ସମେତ ୨ଗାଡି ଜବତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସ ବିଭିନ୍ନ ଥାନାଞ୍ଚଳର ଏକାଧିକ ସିରିଜ୍ ଚୋରୀ ଘଟଣାରେ ସାମିଲ...

ପୁରୀ ଜିଲ୍ଲା ରେ ଆମ ବସ ର ଯାଞ୍ଚ

ପୁରୀ ୪/୧ ପରିବହନ ବିଭାଗ ପକ୍ଷରୁ ଆଜି ମାଳତୀପାଟପୁର ଛକ ଠାରେ ଆମ ବସ ଗୁଡିକ ର ଯାଞ୍ଚ କରାଯାଇଥିଲା।ଗାଡି ଗୁଡିକ ର କାଗଜ ପତ୍ର, ଡ୍ରାଇଭିଂ...

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।